AFFILIATE MARKETING

https://binomo.com?a=90810425bb57&t=0

Wednesday, September 17, 2025

ବାଲିହରଚଣ୍ଡି ଗଣଦୁଷ୍କର୍ମ: ଉଦବେଗ ପ୍ରକାଶ କଲେ ନବୀନ

ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଉଠାଇଲେ ପ୍ରଶ୍ନ

ନବୀନ କହିଛନ୍ତି, ପୁରୀ ଜିଲ୍ଲାର ମା ବାଲିହରାଚଣ୍ଡୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଜାଣି ମୁଁ ଗଭୀର ଭାବରେ ମର୍ମାହତ ଏବଂ ବ୍ୟଥିତ।

ସାରା ଓଡିଶାରେ ମହିଳାମାନଙ୍କ ବିରୁଦ୍ଧରେ ହିଂସାର ଏପରି ଭୟଙ୍କର ଘଟଣା ଦେଖିବାକୁ ମିଳୁଛି, ଯାହା ହୃଦୟ ବିଦାରକ। ଗୋପାଳପୁର, ବଳଙ୍ଗା, ବାଲେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସ୍ଥାନର ପୀଡ଼ିତା ନ୍ୟାୟ ଅପେକ୍ଷାରେ ରହିଛନ୍ତି। ସବୁବେଳେ ଲୋକଙ୍କ ସରକାର କହୁଛନ୍ତି ମହିଳାଙ୍କୁ ନିର୍ଯାତନା ଦେଉଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ହେଲେ ବାସ୍ତବରେ କିଛି ହେଉନାହିଁ।

ଯଦି ଏପରି ଅପରାଧ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ଘଟେ, ତେବେ ଏହା ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ପ୍ରତିଛବିକୁ ଖରାପ କରିବ। ବିଜେପି ସରକାର ଯେତେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଓଡ଼ିଶାର ମହିଳାମାନେ ପୁଣି ସୁରକ୍ଷିତ ଅନୁଭବ କରିବେ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...