AFFILIATE MARKETING

https://binomo.com?a=90810425bb57&t=0

Monday, September 22, 2025

OPTCL ପକ୍ଷରୁ 2025 ପାଇଁ ନିଯୁକ୍ତି ସୂଚନା ଜାରି କରାଯାଇଛି।

“ନମସ୍କାର ଦର୍ଶକବୃନ୍ଦ… ଆପଣମାନେ ଦେଖୁଛନ୍ତି ଉପକୂଳ ସମାଚାର

ଆଜିର ବଡ଼ ଖବର – ଓଡିଶାରେ ସରକାରୀ ଚାକିରି ଆଶାୟୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।
ଓଡିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍‌ – ଓ ପି ଟି ସି ଏଲ୍ ପକ୍ଷରୁ 2025 ପାଇଁ ନିଯୁକ୍ତି ସୂଚନା ଜାରି କରାଯାଇଛି।

🔹 ସାରକଥା
ଏହି ନିଯୁକ୍ତିରେ ବିଭିନ୍ନ ପଦବୀରେ ଆବଶ୍ୟକତା ରହିଛି।
ବେତନ ପ୍ରତିମାସ ସର୍ବାଧିକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ।
କାମର ସ୍ଥାନ ସମଗ୍ର ଓଡିଶା ରହିବ।
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍।

🔹 କେଉଁ ପୋଷ୍ଟ ପାଇଁ ନିଯୁକ୍ତି

ଜୁନିଅର ମେଣ୍ଟେନାନ୍ସ୍ ଅଣ୍ଡ୍‌ ଅପରେଟର୍‌ ଟ୍ରେନି – JMOT

ଜୁନିଅର ଟେଲିକମ୍‌ ଟେକ୍ନିସିଆନ୍‌ ଟ୍ରେନି – JTTT

ମ୍ୟାନେଜମେଣ୍ଟ୍ ଟ୍ରେନି – eM Ti

ଅଫିସ୍‌ ଆସିଷ୍ଟାଣ୍ଟ

ଜୁନିଅର ଆକାଉଣ୍ଟାଣ୍ଟ

ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର୍‌ ଟ୍ରେନି

ଟେକ୍ନିସିଆନ୍‌ ଅପ୍ରେଣ୍ଟିସ୍

🔹 ଯୋଗ୍ୟତା

ଜେ ଏମ୍ ଓ ଟି / ଜେ ଟି ଟି ଟି ପାଇଁ – ଆଇ ଟି ଆଇ  କିମ୍ବା ଡିପ୍ଲୋମା

ଏମ୍ ଟି ପାଇଁ – ବି ଟେକ୍ / ବି ଇ (ଇଲେକ୍ଟ୍ରିକାଲ୍ / ଈଲେକ୍ଟ୍ରୋନିକ / ଟେଲିକମ ) ସହିତ କମ୍‌ତମେ 60 ଦଶମିକ ମାର୍କ୍ସ

ଅଫିସ୍‌ ଆସିଷ୍ଟାଣ୍ଟ – କୋଣସି ବିଷୟରେ ସ୍ନାତକ + କମ୍ପ୍ୟୁଟର୍‌ ଜ୍ଞାନ

ଜୁନିଅର ଆକାଉଣ୍ଟାଣ୍ଟ – କମର୍ସ୍‌ ଗ୍ରାଜୁଏଟ୍‌, ସି ଏ /ଆଇ ସି ଡବ୍ଲୁ ଏ (ଇଣ୍ଟର୍ ) ପ୍ରାଥମିକତା

ଅପ୍ରେଣ୍ଟିସ୍ – ଆଇ ଟି ଆଇ / ଡ଼ିପ୍ଲୋମା / ବି .ଟେକ୍ 

🔹 ବୟସ ସୀମା

କମ୍‌ତମେ – 21 ବର୍ଷ

ଅଧିକତମ – 32 ବର୍ଷ

ଏସ୍ ସି / ଏସ୍ ଟି /ଏସ୍ ଇ ବି ସି / ମହିଳା – 5 ବର୍ଷ ରିଲାକ୍ସେସନ୍
ପି ଡବ୍ଲ୍ୟୁ ଡି – 10 ବର୍ଷ ରିଲାକ୍ସେସନ୍

🔹 ବେତନ ସଂରଚନା

ଜେ ଏମ୍ ଓ ଟି / ଜେ ଟି ଟି ଟି – 22,000 ଟଙ୍କା, 25,000 ଟଙ୍କା 

ମ୍ୟାନେଜମେଣ୍ଟ୍ ଟ୍ରେନି – 50,000 ଟଙ୍କା – 60,000 ଟଙ୍କା 
ଅଫିସ୍‌ ଆସିଷ୍ଟାଣ୍ଟ  – 20,000 ଟଙ୍କା – 25,000 ଟଙ୍କା 
ଜୁନିଅର ଆକାଉଣ୍ଟାଣ୍ଟ – 28,000 ଟଙ୍କା, 35,000 ଟଙ୍କା 
ଟେକ୍ନିସିଆନ୍‌ ଅପ୍ରେଣ୍ଟିସ୍  9,000 ଟଙ୍କା – 12,000 ଟଙ୍କା 
🔹 ଚୟନ ପ୍ରକ୍ରିୟା

1. କମ୍ପ୍ୟୁଟର୍‌ ଆଧାରିତ ପରୀକ୍ଷା (CBT) – ବିଷୟଭିତ୍ତିକ ପ୍ରଶ୍ନ, ରିଜନିଙ୍ଗ , ଜେନେରାଲ ଆୱାର୍ ନେସ୍  ଇଂଲିଶ 

2. ସ୍କିଲ୍‌ ଟେଷ୍ଟ କିମ୍ବା ସାକ୍ଷାତକାର

3. ଡକ୍ୟୁମେଣ୍ଟ ଭେରିଫିକେସନ୍

4. ମେଡିକାଲ୍‌ ଫିଟନେସ୍‌ ଟେଷ୍ଟ

🔹 ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ – 12 ସେପ୍ଟେମ୍ବର 2025

ଆବେଦନର ଶେଷ ତାରିଖ – 14 ଅକ୍ଟୋବର 2025

📮 ଅଧିକ ତଥ୍ୟ ପାଇଁ ପୋଷ୍ଟାଲ୍‌ ଠିକଣା
ଚିଫ୍ ଜେନେରାଲ ମ୍ୟାନେଜର୍ ( ଏଚ୍ ଆର୍ ଡି ),
ଓ ପି ଟି ସି ଏଲ୍  ଟେକ୍ ଟାୱାର, ସହିଦ୍ ନଗର, ଭୁବନେଶ୍ବର – 751007


“ନିଯୁକ୍ତି ପାଇଁ ଇଚ୍ଛୁକ ବନ୍ଧୁଗଣ , ଓ ପି ଟି ସି ଏଲ୍  ରେ ଏହି ସୁଯୋଗ ଦ୍ୱାରା ଏକ ନିରାପଦ କ୍ୟାରିଅର୍ ସହିତ ଉଚ୍ଚ ବେତନର ଚାକିରି ଲଭ୍ୟ।
ସମୟରେ ଅନଲାଇନ୍ ଆବେଦନ କରନ୍ତୁ ଏବଂ ସରକାରୀ ସେବାର ଅଂଶୀଦାର ହୁଅନ୍ତୁ।”

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...