AFFILIATE MARKETING

https://binomo.com?a=90810425bb57&t=0

Monday, September 29, 2025

କୋଷ୍ଟାଲ୍ ନ୍ୟୁଜ୍ ଓଡ଼ିଆ ପ୍ରସ୍ତୁତି

କୋଷ୍ଟାଲ୍ ନ୍ୟୁଜ୍ ଓଡ଼ିଆ ପ୍ରସ୍ତୁତି – ସେଖର ଦାସ୍ 

 ନମସ୍କାର, ଆପଣମାନେ ଦେଖୁଛନ୍ତି କୋଷ୍ଟାଲ୍ ନ୍ୟୁଜ୍ ଓଡ଼ିଆ। ଆଜିର ପ୍ରଧାନ ଖବର, ଦୁବାଇରେ ଭାରତର ଐତିହାସିକ ବିଜୟ…

 ଦୁବାଇରେ ଏସିଆ କପ୍ 2025 ଫାଇନାଲ୍ ମ୍ୟାଚ୍ ରେ 
ଭାରତ ଓ ପାକିସ୍ତାନ, ଦୁଇଟି ପୁରାତନ ପ୍ରତିଦ୍ଵନ୍ଦୀ ଦଳର ଦୃଢ଼ ମୁକାବିଲା।
ଏହା ପ୍ରଥମଥର, ଯେଭଳି ଏସିଆ କପ୍ ଫାଇନାଲରେ ଭାରତ ଓ ପାକିସ୍ତାନ ସାମ୍ନା, ସାମ୍ନି ହୋଇଥିଲେ।
*ଖବର ଆଜିର* 

ଦୁବାଇ:' ଅପରେଶନ ସିନ୍ଦୁର' ପରେ କ୍ରିକେଟ୍ ପଡିଆରେ ଚାଲିଲା 'ଅପରେସନ ତିଳକ',ଏସିଆ କପରେ ଭାରତ ଚମ୍ଫିଆନ୍,ପାକିସ୍ଥାନ ୫ ଓ୍ବକେଟ୍ ରେ ପରାସ୍ତ।ଟ୍ରଫି ନେଲାନି ଟିମ୍ ଇଣ୍ଡିଆ।

ଭୁବନେଶ୍ବର:ଆଉ ମାତ୍ର ୨ ଦିନ, ୩୦ ଭିତରେ ଇ, କେ ୱାଇ ସି ନ କଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ।

ଭୁବନେଶ୍ବର:ବଦଳିବେ ଗଣଶିକ୍ଷା ବିଭାଗର ଗାଦିମଡ଼ା ବାବୁ, ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ରହିପାରିବେନି।

ସରିଲା ବିଲ୍ବବରଣ,ଆଜି ମହାସପ୍ତମୀ,ପୂଜାମଣ୍ଡପ ଚଳଚଞ୍ଚଳ।

ରାଜଧାନୀରେ ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା, ସହର ଭିତରକୁ ପ୍ରବେଶ କରିବନି ଭାରିଯାନ।

ରାୟଗଡା:ଆନ୍ଧ୍ରରେ କାମ ଦେଉନି ଆୟୁଷ୍ମାନ କାର୍ଡ!ବିଲ୍ ପୈଠ ନ କରିବାରୁ ରୋଗୀକୁ ଛାଡିଲେ ନାହିଁ।

ଦୀପାବଳି ପୂର୍ବରୁ ପୁଲିସର ଅପରେସନ୍ ‘ଅଗ୍ନି’, ଜବତ ହେଲାଣି କୋଟି କୋଟି ଟଙ୍କାର ବେଆଇନ୍ ବାଣ।

ଟେନସନ୍ ଦେଲାଣି ୧୫ ବର୍ଷର ପୁରୁଣା ଗାଡ଼ି, ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପ୍ କରିବାକୁ ସରକାରଙ୍କ ଯୋଜନା।

ଭୁବନେଶ୍ବର:ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର।

ନୁଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍,ଗାନ୍ଧୀ ଜୟନ୍ତୀରେ ଖଦି ବସ୍ତ୍ର କିଣିବାକୁ ନିବେଦନ।

ମିଥୁନ୍‌ ମନହାସ ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି।ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । 

ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ, ସୂଚନା ଦେଲେ ନିର୍ବାଚନ କମିଶନ।

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଏକ ମାସଧରି ଚାଲିବ।

ଚେନ୍ନାଇ:କରୁର ଦଳାଚକଟା ଘଟଣାରେ ବିଜୟଙ୍କ ବଡ ଘୋଷଣା, ମୃତକଙ୍କ ପରିଜନଙ୍କୁ ଦେବେ ୨୦-୨୦ ଲକ୍ଷ ଟଙ୍କା।

ଆରପି ସିଂହ ଏବଂ ପ୍ରଜ୍ଞାନ ଓଝା ଏବେ ଟିମ୍ ଇଣ୍ଡିଆ ଚୟନ କରିବେ:ବିସିସିଆଇ ସେମାନଙ୍କୁ ଚୟନକର୍ତ୍ତା ଭାବରେ ନିଯୁକ୍ତ କରିଛି।

ରାତି ସାରା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼: ୪ ମୃତ, ୪୦ ଆହତ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...