AFFILIATE MARKETING

https://binomo.com?a=90810425bb57&t=0

Wednesday, September 3, 2025

ସାଂସଦ ଅପରାଜିତାଙ୍କ ଆଉ ଏକ ଉଚ୍ଚ ପ୍ରୟାସ

ସାଂସଦ ଅପରାଜିତାଙ୍କ ଆଉ ଏକ ଉଚ୍ଚ ପ୍ରୟାସ 

ସାଂସଦ ଅପରାଜିତାଙ୍କ ଆଉ ଏକ ଉଚ୍ଚ ପ୍ରୟାସ

ସାଂସଦ ଶ୍ରୀମତୀ ଅପରାଜିତାଙ୍କ ଦୀର୍ଘ ଦିନର ପ୍ରୟାସ ସଫଳତା ପାଇଲା |

ରାଜଧାନୀ ଅଞ୍ଚଳରେ 111କିମି ଲମ୍ବା 6 lane excess capital region ରିଙ୍ଗ ରୋଡ, ଯାହା ଖୋର୍ଦ୍ଧା ନିକଟରେ ରାମେଶ୍ୱର ରୁ କଟକ ର ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତା, ଯାହା ମୋଟ 8307/- କୋଟି ଟଙ୍କା ର ବ୍ୟୟ ଅଟକଳ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ଅନୁମୋଦନ ଲାଭ କରିଛି |

ସାଂସଦ ତାଙ୍କ ଦାୟିତ୍ୱ ନେବା ଠାରୁ ଏ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଅହରହ ପ୍ରୟାସ ଜାରି ରଖିଥିଲେ | 

ଦୀର୍ଘ ଦିନର ପ୍ରୟାସ ସଫଳତା ପାଇବାରେ ସେ ଖୁସି ବ୍ୟକ୍ତ କରିଛନ୍ତି 

ତତସହିତ ସେ National Highway Authority of India NHAI କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି |

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...