ଉପକୁଳ ସମାଚାର
କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ – ନୂଆ ନିଯୁକ୍ତି ସମ୍ବାଦ
ନମସ୍କାର, ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ।
ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀ ମାନଙ୍କ ପାଇଁ ବଡ଼ ସୁଖବର – ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଘୋଷଣା କରିଛି ଡବ୍ଲ୍ୟୁ ସି ଡି ଓଡିଶା ନିଯୁକ୍ତି 2026 l
ଏହି ନିଯୁକ୍ତି ଅଭିଯାନରେ ପ୍ରାୟ ୧୦,୫୦୦ ରୁ ଅଧିକ ପଦ ପୂରଣ କରାଯିବ।
ଯେଉଁସବୁ ପଦରେ ନିଯୁକ୍ତି ହେବ:
ଅଙ୍ଗନବାଡ଼ି କର୍ମୀ, ୪,୨୦୦ ପଦ
ଅଙ୍ଗନବାଡ଼ି ଆୟା, ୫,୦୦୦ ପଦ
ସୁପରଭାଇଜର, ୪୫୦ ପଦ
କାଉନସେଲର, ସୋସିଆଲ୍ ଓର୍କର – ୨୫୦ ପଦ
ଡାଟା ଏଣ୍ଟ୍ରି ଅପରେଟର – ୩୦୦ ପଦ
ପିଅନ, ଅଟେଣ୍ଡାଣ୍ଟ – ୨୦୦ ପଦ
ଅନ୍ୟାନ୍ୟ ସହାୟକ ପଦ, ୧୦୦ ଗୋଟି
ମୋଟ ଆଶା କରାଯାଉଥିବା ପଦ ସଂଖ୍ୟା – ୧୦,୫୦୦ ପ୍ଲସ୍
ଶିକ୍ଷାଗତ ଯୋଗ୍ୟତା
ଅଙ୍ଗନବାଡ଼ି ଆୟା, ଦଶମ ଶ୍ରେଣୀ ପାସ୍
ଅଙ୍ଗନବାଡ଼ି କର୍ମୀ, ଦ୍ୱାଦଶ ପାସ୍
ସୁପରଭାଇଜର – ସ୍ନାତକ, ସୋସିଓଲୋଜି, ସାଇକୋଲୋଜି, ସୋସିଆଲ୍ ୱର୍କରଙ୍କୁ ପ୍ରାଥମିକତା)
କାଉନସେଲର, ସୋସିଆଲ୍ ୱର୍କ, ସାଇକୋଲୋଜି, ସୋସିଓଲୋଜିରେ ପୋଷ୍ଟ ଗ୍ରାଜୁଏସନ୍
ଡି.ଇ.ଓ, ଦ୍ଵାଦଶ ପାସ୍ ସହିତ କମ୍ପ୍ୟୁଟର ସର୍ଟିଫିକେଟ୍
ପିଅନ, ଦଶମ ପାସ୍
ବୟସ ସୀମା 1 ଜାନୁଆରୀ 2026 ପର୍ଯ୍ୟନ୍ତ
କମ୍ ସେ କମ୍ – 18 ବର୍ଷ
ଅଧିକତମ – 38 ବର୍ଷ
👉 ଏସସି, ଏସ୍ ଟି – 5 ବର୍ଷ ରିଲାକ୍ସେସନ୍
👉 ଓ ବି ସି – 3 ବର୍ଷ
👉 PwD – 10 ବର୍ଷ
ଦରମା
ଅଙ୍ଗନବାଡ଼ି କର୍ମୀ, 12,000 ଟଙ୍କା ରୁ 15,000 ଟଙ୍କା
ଅଙ୍ଗନବାଡ଼ି ଆୟା, 9,000 ଟଙ୍କା ରୁ 12,000 ଟଙ୍କା
ସୁପରଭାଇଜର, 25,000 ଟଙ୍କା ରୁ 30,000 ଟଙ୍କା
କାଉନସେଲର, 28,000 ଟଙ୍କା ରୁ 35,000 ଟଙ୍କା
ଡି.ଇ.ଓ, 15,000 ଟଙ୍କା ରୁ 20,000 ଟଙ୍କା
ପିଅନ, 10,000 ଟଙ୍କା ରୁ 14,000 ଟଙ୍କା
ଆବେଦନ ପ୍ରକ୍ରିୟା
ଅନଲାଇନ୍, www.wcdodisha.gov.in ରେ ଡବ୍ଲ୍ୟୁ ସି ଡି ଓଡିଶା ଗଭ ଇନ୍ ରେ ଦରଖାସ୍ତ କରନ୍ତୁ
କିମ୍ବା ଅଫଲାଇନ୍, ଜିଲ୍ଲା ସି ଡି ପି ଓ କାର୍ଯ୍ୟାଳୟ ରେ ଫର୍ମ ଦାଖଲ କରି ପାରିବେ
ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ ଆରମ୍ଭ, 10 ସେପ୍ଟେମ୍ବର 2025
ଆବେଦନ ଶେଷ, 24 ସେପ୍ଟେମ୍ବର 2025
ଏହା ମହିଳାଙ୍କ ପାଇଁ ବର୍ଷର ସର୍ବବୃହତ ସରକାରୀ ନିଯୁକ୍ତି ସୁଯୋଗ।
ଆମ କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ ୟୁଟୁବ ଚ୍ୟାନେଲ କୁ ସବ୍ସକ୍ରାଇବ୍, ଲାଇକ୍ ଓ ସେୟାର୍ କରନ୍ତୁ – ନୂଆ ସରକାରୀ ଚାକିରି ଖବର ପାଇବା ପାଇଁ ।
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ
No comments:
Post a Comment