AFFILIATE MARKETING

https://binomo.com?a=90810425bb57&t=0

Monday, September 22, 2025

ସିଶୁ ସେବିକା ନିଯୁକ୍ତି 2025 ପାଇଁ ଆସିଛି ସୂଚନା


ଉପକୁଳ ସମାଚାର 
"ବଡ଼ ଖବର ! ଓଡ଼ିଶାରେ ଆସୁଛି ନୂଆ ନିଯୁକ୍ତି ସୁଯୋଗ ।  
ସିଶୁ ସେବିକା ନିଯୁକ୍ତି 2025 ପାଇଁ ଆସିଛି ସୂଚନା ।  

ଦଶମ ଓ ଦ୍ଵାଦଶ ପାସ୍‌ କରିଥିବା ମହିଳାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁନେଲି ସୁଯୋଗ ।"

ସରକାରୀ ଚାକିରି ଆଶା କରୁଥିବା ହଜାର-ହଜାର ମହିଳାଙ୍କ ପାଇଁ  
ଏବେ ଆସିଛି ଶୁଭ ସମ୍ବାଦ ।

", କୋଷ୍ଟାଲ ନ୍ୟୁଜ ଓଡିଆ ନିଯୁକ୍ତି ସୂଚନା କୁ ସ୍ବାଗତ ।  
ସରକାରୀ ଚାକିରି ଆଶା କରୁଥିବା ହଜାର-ହଜାର ମହିଳାଙ୍କ ପାଇଁ  
ଏବେ ଆସିଛି ଶୁଭ ସମ୍ବାଦ ।  

ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ, ଓଡ଼ିଶା 
ସିଶୁ ସେବିକା, ଅଙ୍ଗନୱାଡି ୱାର୍କର୍, ପଦରେ  ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।  

 **ଯୋଗ୍ୟତା** –  
ଦଶମ କିମ୍ବା ଦ୍ଵାଦଶ ପାସ୍‌ ହେବା ଦରକାର ।  
ବୟସ ସୀମା – 18 ବର୍ଷରୁ 35 ବର୍ଷ ।  
ଏସ୍ ସି , ଏସ୍ ଟି ଓ ଏସ୍ ଇ ବି ସି ପାଇଁ 5 ବର୍ଷ,  ଦିବ୍ୟାଙ୍ଗ ପାଇଁ 10 ବର୍ଷ ରିଲାକ୍ସେସନ୍ ମିଳିବ ।  
କେବଳ **ମହିଳାମାନେ** ଏହି ପଦକୁ ଆବେଦନ କରିପାରିବେ ।  

**କାମ** –  
ଆଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କ ପୋଷଣ,  
ଶିକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଓ ସମଗ୍ର ବିକାଶରେ  ଶିଶୁ ସେବିକାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ।  

 **ବେତନ** –  
ପ୍ରତିମାସ 3,000 ଟଙ୍କା ସହିତ  
ବିଭିନ୍ନ ଅନୁଦାନ ଓ ଅନ୍ୟନ୍ୟ ସୁବିଧା ମିଳିବ ।  

 **ଚୟନ ପ୍ରକ୍ରିୟା** –  
କୌଣସି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ହେବ ନାହିଁ ।  ଦଶମ ଓ ଦ୍ୱାଦଶ ମାର୍କ ଉପରେ ମେରିଟ ଲିଷ୍ଟ୍ ପ୍ରସ୍ତୁତ ହେବ ।  
ଶର୍ଟଲିଷ୍ଟ ପ୍ରାର୍ଥୀ ମାନଙ୍କୁ ଡକ୍ୟୁମେଣ୍ଟ ଭେରି ଫିକେସନ୍ ପାଇଁ ଡାକାଯିବ ।  
ତା’ପରେ ଜିଲ୍ଲା ଅନୁଯାୟୀ ଫାଇନାଲ ଲିଷ୍ଟ ପ୍ରକାଶିତ ହେବ ।  

**ଆବଶ୍ୟକ କାଗଜପତ୍ର** –  
ଦଶମ  ବା ଦ୍ଵାଦଶ ପାସ ପ୍ରମାଣପତ୍ର ଓ ମାର୍କସିଟ୍,  
ଜାତି ପ୍ରମାଣପତ୍ର ,  
ବାସସ୍ଥାନ ପ୍ରମାଣପତ୍ର ,  
ଆଧାର କିମ୍ବା ଭୋଟର ଆଇ ଡି ,  
ପାସପୋର୍ଟ ଫଟୋ , ଦସ୍ତଖତ ,  
ଓ ଅଭିଜ୍ଞତା ପ୍ରମାଣପତ୍ର ( ଯଦି ପାଖରେ ଥାଏ ) ।  

ଜରୁରୀ ସୂଚନା 

ଦରଖାସ୍ତ କରିବାର ଆରମ୍ଭ ଓ ଶେଷ ତାରିଖ ଶୀଘ୍ର ବିଭାଗୀୟ ୱେବସାଇଟ୍ Website  www.wcdodisha.gov.in ରେ ଉପଲବ୍ଧ ହେବ ।  

କିନ୍ତୁ, ଦର୍ଶକମାନେ, ଏହିଥିରେ ଗୁରୁତ୍ତ୍ୱପୂର୍ଣ୍ଣ କଥା –  
**ଏ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ତରଫରୁ  ଅଫିସିଆଲ ନିଯୁକ୍ତି ନୋଟିଫିକେସନ ପ୍ରକାଶ ହୋଇନି । ସୂଚନା ବାହାରିଲେ,  
ସବୁଥୁ ପ୍ରଥମେ କୋଷ୍ଟାଲ ନ୍ୟୁଜ ଓଡ଼ିଆ ରେ ଅପଡେଟ ମିଳିବ ।"  

"ତେଣୁ, ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ,  ବେଲ ଆଇକନ କୁ ପ୍ରେସ୍ କରନ୍ତୁ,  ଓଡ଼ିଶାର ସମସ୍ତ ଜବ ଅପଡେଟ ,  ସ୍କିମ ଅପଡେଟ ଓ ବ୍ରେକିଂ ନ୍ୟୁଜ ପ୍ରଥମେ ପାଇବା ପାଇଁ ।  

ଧନ୍ୟବାଦ ଉପକୁଳ ସମାଚାର ଓଡ଼ିଆ ବା କୋଷ୍ଟାଲ ନ୍ୟୁଜ ଓଡ଼ିଆ ସହିତ ଯୋଡ଼ିଥିବା ପାଇଁ ।"

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

ଖବର ଆଜିର

*ଖବର ଆଜିର,  ରାଜ୍ୟରୁ ବିଦାୟ ନେବ ମୌସୁମୀ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ରାସ...