AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ବାଲେଶ୍ଵରରେ ୨୫ ଲକ୍ଷର ବେଆଇନ ବାଣ ଜବତ, ୧୧ ଜଣକୁ ଗିରଫ କଲା ପୋଲିସ୍‌

COASTAL NEWS ODIA 1383

ବାଲେଶ୍ଵରରେ ୨୫ ଲକ୍ଷର ବେଆଇନ ବାଣ ଜବତ, ୧୧ ଜଣକୁ ଗିରଫ କଲା ପୋଲିସ୍‌





ବାଲେଶ୍ଵର: (CNO) ଭଞ୍ଜ ବିହାରୀ ମହାନ୍ତି - ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୨୫ ଲକ୍ଷରୁ ବେଆଇନ ବାଣ ଜବତ। ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ପୋଲିସ୍ ଦ୍ଵାରା ପ୍ରାୟ ୨୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିବା ସହ ପୋଲିସ ୧୧ ଜଣକୁ ଗିରଫ କରିଛି। ଏହା ସହ ବେଆଇନ ବାଣ ଗଚ୍ଛିତ ଏବଂ ତିଆରି କରିବା ନେଇ ୯ଟି ମାମଲା ମଧ୍ୟ ରୁଜୁ କରାଯାଇଛି।
ସୂଚନାଥାଉକି, ସୋମବାର ବ୍ରହ୍ମପୁରରେ ମଧ୍ୟ ସମାନ ଭାବରେ ବିପୁଳ ପରିମାଣର ବେଆଇନ ବାଣ ଜବତ ହୋଇଥିଲା। ସ୍ଥାନୀୟ ବଡ଼ବଜାର ପୋଲିସ୍‌ ଥାନା ଅଞ୍ଚଳରେ ବେଆଇନ ବାଣ ମହଜୁଦ ଥିବା ସୂଚନା ପାଇ ପୋଲିସ୍‌ ୧୧ଟି ସ୍ଥାନ ଚଢ଼ଉ କରିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସପି ଶରବଣା ବିବେକ. ଏମ। ଚାଲାଣ ହେବାକୁ ଥିବା ଅଟୋକୁ ମଧ୍ୟ ଜବତ କରିଥିଲା ପୋଲିସ୍‌।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...