AFFILIATE MARKETING

https://binomo.com?a=90810425bb57&t=0

Saturday, November 11, 2023

କୋର୍ଟ ପରିସରରେ ସଂଜୟ ସିଂହଙ୍କ ବଡ଼ ବୟାନ

COASTAL NEWS ODIA 1418

କୋର୍ଟ ପରିସରରେ ସଂଜୟ ସିଂହଙ୍କ ବଡ଼ ବୟାନ 



ନୂଆଦିଲ୍ଲୀ, ୧୦/୧୧: (CNO) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ କିଛି ବଡ଼ ଘଟଣା ଘଟିବ ବୋଲି ଆମ୍ ଆଦ୍‌ମୀ ପାର୍ଟି ନେତା ସଂଜୟ ସିଂହ ଆଜି ଦିଲ୍ଲୀର ଏକ ଅଦାଲତ ପରିସରରେ ଦାବି କରିଛନ୍ତି।

ଅବକାରୀ ଦୁର୍ନୀତି ମାମଲାରେ ଆଜି କୋର୍ଟରେ ହାଜର ହେବା ବେଳେ ଗଣମାଧ୍ୟମକୁ ସିଂହ କହିଥିଲେ ଯେ କେଜ୍ରିୱାଲ କେବଳ ଗିରଫ ହେବେନାହିଁ, ତାଙ୍କ ବିରୋଧରେ କିଛି ବଡ଼ ଅଘଟଣ ଘଟିବ ଏବଂ ଏବଂ ଏଥିପାଇଁ ଷଡ଼ଯନ୍ତ୍ର ଚାଲିଛି। ଅନ୍ୟପକ୍ଷରେ ଅବକାରୀ ଦୁର୍ନୀତି ମାମଲାରେ ସଂଜୟ ସିଂହଙ୍କୁ ଆଜି ପୁଣି କୋର୍ଟରେ ଝଟ୍‌କା ଲାଗିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସଞ୍ଜୟ ସିଂହଙ୍କ ଜେଲ ହାଜତ ମିଆଦ ବଢ଼ାଇଛନ୍ତି। ଆପ୍ ସାଂସଦଙ୍କୁ ୨୪ ନଭେମ୍ବର ପର୍ଯ୍ୟନ୍ତ ତିହାର
ଜେଲ୍ ପଠାଯାଇଛି। 

ଏହା ସହିତ ପଂଜାବର ଅମୃତସର କୋର୍ଟରେ ମାନହାନି ମାମଲାରେ ମଧ୍ୟ ସଂଜୟ ସିଂହଙ୍କ ୱାରେଣ୍ଟ ଆଜି ଦାଖଲ କରାଯାଇଥିଲା। କୋର୍ଟ ଓ୍ବାରେଣ୍ଟକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଅମୃତସର କୋର୍ଟରେ ହାଜର ହେବାକୁ ଅନୁମତି ଦେଇଛନ୍ତି। ସଂଜୟ ସିଂହଙ୍କୁ ୪ ଅକ୍ଟୋବରରେ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...