AFFILIATE MARKETING

https://binomo.com?a=90810425bb57&t=0

Tuesday, November 28, 2023

ସମସ୍ତଙ୍କ ଘରେ ନିଜସ୍ୱ ବିମାନ

COASTAL NEWS ODIA 1519

ସମସ୍ତଙ୍କ ଘରେ ନିଜସ୍ୱ ବିମାନ



କାଲିଫର୍ଣ୍ଣିଆ - (CNO) ବର୍ତ୍ତମାନ ଆଧୁନିକ ଓ ବିକଶିତ ଅର୍ଥବ୍ୟବସ୍ଥା ଓ ଜ୍ଞାନକୌଶଳର ବିକାଶ ସମୟରେ ପ୍ରତ୍ୟେକଙ୍କ ଘରେ କିଛି ନା କିଛି ମାନବାହନ ନିହାତି ଥିବ । ସେ ସାଇକେଲ ହେଉ କିମ୍ବା ବାଜକି ଦାମୀ କାର୍। ଆମେରିକାର କାଲିଫର୍ଣ୍ଣିଆରେ ଏକ ସ୍ଥାନ ରହିଛି, ଯେଉଁଠାରେ ସମସ୍ତ ପରେ ନିଜସ୍ତ ଉଡ଼ାଜାହାନ ରହିଛି। ଏହାକୁ ସେମାନେ ଛୋଟ ଛୋଟ କାମ ପାଇଁ ବ୍ୟବହାର କରିଥା’ନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ରହୁଥିବା ସମସ୍ତେ ଜଣେ ଜଣେ ପାଇଲଟ । 

ଏଠାରେ ରହୁଥିବା ଲୋକେ ପ୍ରତି ଶନିବାର ଏକାଠି ହୋଇ ଉଡ଼ାଜାହାଜ ବିମାନବନ୍ଦରକୁ ଯାଇଥାନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାରେ ମୋଟ ୬୦୦ରୁ ଉର୍ଦ୍ଧ ଏୟାର ପାର୍କ ରହିଛି । ପରେ ଏହାକୁ ରେସିଡେନ୍ସିଆଲ ଏୟାର ପାର୍କ ନାମରେ ନାମିତ କରାଗଲା । ଏଠାରେ କେବଳ ପିଟାସାର୍ଡ ମିଲିଟାରୀ ପାଇଲଟ ହିଁ ରହିଥା'ନ୍ତି। ଏଠାରେ ମୋଟ ୧୨୪ ଘର ରହିଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...