AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ଅବିଶ୍ୱସନୀୟ ହେଲେ ବି ସତ ଗୋଟିଏ ସହରର ଜନସଂଖ୍ୟା ପ୍ରାୟ ୩୦

COASTAL NEWS ODIA 1360

ଅବିଶ୍ୱସନୀୟ ହେଲେ ବି ସତ ଗୋଟିଏ ସହରର ଜନସଂଖ୍ୟା ପ୍ରାୟ ୩୦



କ୍ରୋଏସିଆ - (CNO) ସାଧାରଣତଃ ଗୋଟିଏ ପରିବାର ସଂଖ୍ୟା ୩୦ରୁ ଅଧିକ ହେଉଥିବା ବେଳେ ଗୋଟିଏ ସହରର ଜନସଂଖ୍ୟା ମାତ୍ର ୨୧ ବୋଲି ୨୦୧୧ ଜନଗଣନା ରେ ଜଣାଯାଇଥିଲା । ୨୦୨୧ରେ ଏହି ସଂଖ୍ୟା ୨୭ ହୋଇଥିବାବେଳେ ଏବେ ୩୦ ପାଖାପାଖୁ ହେବ ବୋଲି କୁହାଯାଏ ।

ଏଠାରେ ମାତ୍ର ଦୁଇଟି ରାସ୍ତା ଅଛି ଏବଂ ପାଦରେ ଚାଲି ସମ୍ପୁର୍ଣ୍ଣ ସହର ବୁଲିହେବ । କ୍ରୋଏସିଆର ରାଜଧାନୀ ଜାଗ୍ରେସଠାରୁ ଅଳ୍ପ ଦୂରରେ ଥିବା ଏହି ସହରକୁ ସ୍ଥାନୀୟ ଲୋକେ 'ସମ୍ ବୋଲି ଜାଣନ୍ତି । ଏହା ବିଶ୍ଵର ସବୁଠାରୁ ଛୋଟ ସହର ମାନ୍ୟତା ପାଇଛି । କୁହାଯାଏ, ୧୧୩୨ ଖ୍ରୀଷ୍ଟାବ୍ଦରେ ଏହି ସହର ସମ୍ପର୍କରେ ପ୍ରଥମେ ଜଣାପଡିଥିଲା । ସେତେବେଳେ ଏହାର ନାମ ଥିଲା କୋମ୍ । କୌଣସି ପ୍ରାଚୀନ ଶାସକ ଏଠାରେ ପୁରୁଣା ଶୈଳୀରେ ପଥର ପ୍ରାଚୀର କରାଇଥିଲେ। 

ସୁରକ୍ଷା ଦୃଷ୍ଟିରୁ ଏଠାରେ ଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା । କେତେକ ସୈନିକ ଏଠାରେ ବସତି ସ୍ଥାପନ କରିବାକୁ ଆସିଥିଲେ ମଧ୍ୟ କୌଣସି କାରଣରୁ ରହିପାରିଲେ ନାହିଁ । ଏଠାରେ ଥିବା ଘରଗୁଡିକ ବି ପୁରୁଣା ଶୈଳୀରେ ନିର୍ମାଣ କରା ଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...