AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ଆଇଓସିଏଲ୍‌ ଡିଜେଲ ପାଇପ୍ ଲାଇନ୍ ଲିକ୍ ମରାମତି ଜାରି

COASTAL NEWS ODIA 1358

ଆଇଓସିଏଲ୍‌ ଡିଜେଲ ପାଇପ୍ ଲାଇନ୍ ଲିକ୍ ମରାମତି ଜାରି 


ଆଳି - (CNO) ଆଇଓସିଏଲ୍‌ ଡିଜେଲ ପାଇପ୍ ଲାଇନ୍ ଆଳି ବ୍ଲକ ର ପ୍ରାୟ ଦଶ କିଲୋମିଟର ରୁ ଅଧିକ ଚାଷ ଜମି ଦେଇ  ଅତିକ୍ରମ କରିଛି। ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆକୁ ଯାଇଥିବା ଡିଜେଲ ପାଇପ୍ ଲାଇନ୍ ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ର ଏକ୍ରେ ଚାଷଜମି ଉପରେ କୌଣସି କାରଣରୁ ଲିକ୍ ହୋଇ ଯାଇଥିଲା ।ଫଳରେ ଡିଜେଲ ବାହାରି ପାଖ ଖାଲରେ ଭର୍ତ୍ତି ହୋଇ ଯାଇଥିଲା । 

ସୌଭାଗ୍ୟବଶତଃ ଏଥୁଯୋଗୁଁ କୌଣସି ଦୁର୍ଘଟଣା ଘଟି ନାହିଁ । ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଆଇଓସିଏଲ୍ କର୍ମଚାରୀମାନେ ପହଞ୍ଚି ଥିଲେ l ଏବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...