AFFILIATE MARKETING

https://binomo.com?a=90810425bb57&t=0

Saturday, November 4, 2023

BCI ର ନିର୍ବାଚନ ସ୍ଥଗିତ ନିଷ୍ପତ୍ତିକୁ ନିନ୍ଦା

COASTAL NEWS ODIA 1355

BCI ର ନିର୍ବାଚନ ସ୍ଥଗିତ ନିଷ୍ପତ୍ତିକୁ ନିନ୍ଦା



କଟକ - (CNO) ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗ।
ପ୍ରତିକ୍ରିୟା ରଖିଲେ ଷ୍ଟେଟ ବାର୍‌ କାଉନସିଲ୍‌ ନିର୍ବାଚିତ ସଦସ୍ୟ।
ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ କହିଲେ!.
ଖୁବଶୀଘ୍ର ଏହା ବିରୋଧରେ ଆଇନର ଆଶ୍ରୟ ନେବୁ’। 

BCI ଚେୟାରମ୍ୟାନଙ୍କ ନାଁରେ ମାନହାନୀ ମାମଲା ପାଇଁ ବିଚାର କରୁଛୁ’।
ଏନେଇ ସୂଚନା ଦେଲେ ବରିଷ୍ଠ BCI ସଦସ୍ୟ ସୌରଚନ୍ଦ୍ର ମହାପାତ୍ର!

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...