AFFILIATE MARKETING

https://binomo.com?a=90810425bb57&t=0

Saturday, November 4, 2023

ଇଡି ଅଧ୍ୟାକାରୀଙ୍କୁ ବାନ୍ଧିଲା ରାଜସ୍ଥାନ ପୁଲିସ

COASTAL NEWS ODIA 1352


ଇଡି ଅଧ୍ୟାକାରୀଙ୍କୁ ବାନ୍ଧିଲା ରାଜସ୍ଥାନ ପୁଲିସ



ଜୟପୁର,୨୧୧- (CNO) ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଜସ୍ଥାନରେ ଇଡି କାର୍ଯ୍ୟାନୁଷ୍ଠାନ ଜୋର୍‌ଦାର ହୋଇଛି। ରାଜ୍ୟ ପୁଲିସ ଗୁରୁବାର ଏହାର ମୁକାବିଲା ସ୍ଵରୂପ ଇଡି ଅଧିକାରୀ ନଭଲ କିଶୋର ମୀଣାଙ୍କୁ ଗିରଫ କରିଛି । ଚିଟ୍‌ଫଣ୍ଡ ମାମଲାର
ରଫାଦଫା ପାଇଁ ମୀଣା ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୁଲିସର ଦୁର୍ନୀତି ବିରୋଧୀ ବାହିନୀ ଏସିବି ଦ୍ବାରା (ଏସିବି) ହାତରେ ଧରାପଡ଼ିଛନ୍ତି । ତାଙ୍କ ସହଯୋଗୀ ବାବୁଲାଲ ମୀଣା ମଧ୍ୟ ଗିରଫ ହୋଇଛନ୍ତି। ଜଣେ ମଧ୍ୟସ୍ଥି ମାଧ୍ୟମରେ ସେମାନେ ଲାଞ୍ଛ ଟଙ୍କା ଗ୍ରହଣ କରୁଥିଲେ। 

ଚିଟ୍‌ଫଣ୍ଡ ମାମଲାକୁ ଖାରଜ ସହ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ନକରିବା ପାଇଁ ଦୁଇ ଅଧିକାରୀ ୧୭ଲକ୍ଷ ଟଙ୍କା ଉନ୍ମୋଚ ଦାବି କରିଥିଲେ । ମଧ୍ୟସ୍ଥଙ୍କ ମାଧ୍ୟମରେ ଏହା ୧୫ ଲକ୍ଷରେ ତ୍ରୁଟିଥିଲା। ରାଜସ୍ଥାନ ଏସିବି ଏହି ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଡ଼ର କଳାବେଳେ ନଭଲ କିଶୋରଙ୍କ ବିରୋଧରେ ଆୟ ବହିଭୂତ ସମ୍ପଇ ଦୁଇ ମାମଲା ମଧ୍ୟ ଦାୟର କରିଛି ।
189

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...