AFFILIATE MARKETING

https://binomo.com?a=90810425bb57&t=0

Thursday, November 2, 2023

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

COASTAL NEWS ODIA 1343

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା



ଚଣ୍ଡିଗଡ,୨।୧୧ - (CNO) ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ସୁନାମ ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଏକ କାରରେ ଯାତ୍ରା କରୁଥିଲେ ଏବଂ ମଲେରକୋଟଲା ଠାରୁ ସୁନାମକୁ ଫେରୁଥିଲେ।

ସୂଚନାନୁସାରେ, ମଲେରକୋଟଲାର ବାବା ହାୟଦାର ଶାହାଙ୍କ ଦରଘାରେ ସମସ୍ତେ ଦର୍ଶନ କରିବା ପରେ ସୁନାମକୁ ଫେରୁଥିଲେ। ସୁନାମ ନିକଟରେ କାରଟି ଏକ ଟ୍ରକ ଏବଂ ତେଲ କ୍ୟାଣ୍ଟର ଦ୍ୱାରା ଧକ୍କା ହୋଇଥିଲା। କାରଟି ଦୁଇଟି ଗାଡି ମଧ୍ୟରେ ଚାପି ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ କର୍ମଚାରୀମାନେ କାର କାଟି ମୃତଦେହ ବାହାର କରିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...