AFFILIATE MARKETING

https://binomo.com?a=90810425bb57&t=0

Wednesday, November 1, 2023

ହାଇକୋର୍ଟ ଗଲେ ପ୍ରତାପ ଜେନା

COASTAL NEWS ODIA 1324

ହାଇକୋର୍ଟ ଗଲେ ପ୍ରତାପ ଜେନା
 

  
କଟକ,୩୧।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ବିଧାୟକ ପ୍ରତାପ ଜେନା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରତାପ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି ପ୍ରତାପ ଜେନା। ପ୍ରତାପ ନିଜେ ହାଜର ନ ହୋଇ ନିଜର ଓକିଲଙ୍କ ମାଧ୍ୟମରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ। ପ୍ରତାପଙ୍କ ଓକିଲ ଆଇପିସି ୨୦୫ ଧାରାରେ ବଳରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ସେ କୋର୍ଟରେ ଅନୁରୋଧ କରିଥିଲେ। ତେବେ ଏହି ଅପିଲକୁ ଗ୍ରହଣ ନ କରିବାକୁ ପ୍ରତିପକ୍ଷ ଓକିଲ ଆବେଦନ କରିଛନ୍ତି। ଅସୁସ୍ଥ ଥିବା ନେଇ ପ୍ରତାପ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ କୋର୍ଟଙ୍କ ପାଖରେ ଦେଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...