AFFILIATE MARKETING

https://binomo.com?a=90810425bb57&t=0

Wednesday, August 6, 2025

ଜିଅନ୍ତା ଜଳିଗଲେ ଯୁବତୀ

ଯୁବତୀଙ୍କ ବାପା ଆଣିଲେ ସଙ୍ଗୀନ ଅଭିଯୋଗ

ପଟ୍ଟାମୁଣ୍ଡାଇ, ୬/୮: ପୁଣି ଜଳିଗଲେ ଯୁବତୀ। ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ। ଘରେ କେହି ନଥିବା ବେଳେ ନିଜ ଦେହରେ କିରାସିନି ଢାଳି ହୋଇ ଜଳି ଯାଇଛନ୍ତି ଯୁବତୀ। କେନ୍ଦ୍ରାପଡା ଜିଲ୍ଳାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଏହି ଅଘଟଣ ଘଟିଛି।

ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନି। ତେବେ କେହି ଜଣେ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଥିଲା। ମାନସିକ ନିର୍ଯାତନା ଦେଉଥିଲେ ପୁରୁଷ ବନ୍ଧୁ ବୋଲି ବାପା ଅଭିଯୋଗ କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସତ୍ୟାସତ୍ୟ ସ୍ପଷ୍ଟ ହୋଇନି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...