AFFILIATE MARKETING

https://binomo.com?a=90810425bb57&t=0

Saturday, August 23, 2025

ଓଡିଶାପିଲାଙ୍କୁ ମଧ୍ୟାହ୍ନ ଭୋଜନ ନଦେଇ ଅଡ଼ୁଆରେ କର୍ତ୍ତୃପକ୍ଷ୫୬ଟି ସ୍କୁଲକୁ କାରଣ ଦର୍ଶାଅ

୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ

ବୌଦ୍ଧ, ୨୩/୮: ବୌଦ୍ଧ ଜିଲ୍ଲାର ୩ଟି ବ୍ଲକ୍‌ର ୫୬ଟି ସ୍କୁଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୩ଟି ବ୍ଲକ୍‌ର ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ଡିଇଓ। ସେଥିମଧ୍ୟରୁ ହରଭଙ୍ଗା ବ୍ଲକ୍‌ର ୩୩ଟି, ବୌଦ୍ଧ ବ୍ଲକ୍‌ର ୧୫ଟି , କଣ୍ଟାମାଳ ବ୍ଲକ୍‌ର ୮ଟି ସ୍କୁଲ୍‌କୁ ନୋଟିସ୍‌ ଜାରି କରାଯାଇଛି।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...