AFFILIATE MARKETING

https://binomo.com?a=90810425bb57&t=0

Tuesday, August 12, 2025

ସ୍ୱାଧୀନତା ଦିବସ ପ୍ରସ୍ତୁତିଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର, ୧୨/୮: ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ କେନ୍ଦୁଝର ଓ ପ୍ରଭାତୀ ପରିଡା କଟକରେ ପତାକା ଉତ୍ତୋଳନ କରିବେ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର, ରବି ନାରାୟଣ ନାୟକ ବଲାଙ୍ଗିର, ନିତ୍ୟାନନ୍ଦ ଗୋଣ୍ଡ କଳାହାଣ୍ଡି, କୃଷ୍ଣ ଚନ୍ଦ୍ର ପାତ୍ର କନ୍ଧମାଳ, ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ପୁରୀ, ଡକ୍ଟର ମୁକେଶ ମହାଲିଙ୍ଗ ସୁନ୍ଦରଗଡ଼, ବିଭୂତି ଭୂଷଣ ଜେନା ଗଜପତି, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଭଦ୍ରକ, ଗଣେଶ ରାମ ସିଂହ ଖୁଣ୍ଟିଆ ନବରଙ୍ଗପୁର, ସୂର୍ଯ୍ୟବଂଶୀ ସୁରଜ ସୋନପୁର, ପ୍ରଦିପ ବଳ ସାମନ୍ତ ଅନୁଗୁଳ, ଗୋକୁଲାନନ୍ଦ ମଲ୍ଲିକ ରାୟଗଡା ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...