AFFILIATE MARKETING

https://binomo.com?a=90810425bb57&t=0

Wednesday, August 6, 2025

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ

ଲାଞ୍ଚ ନେଇ ଧରା ପଡିଲେ

କେନ୍ଦୁଝର, ୬/୮: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍। ଲାଞ୍ଚ ନେଲା ବେଳେ ଧରା ପଡ଼ିଛନ୍ତି ଆସିଷ୍ଟାଣ୍ଟ ରେକର୍ଡ଼ କିପର ହାଡ଼ିବନ୍ଧୁ ବେହେରା। ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ ପରେ ହାଡ଼ିବନ୍ଧୁଙ୍କ ସରକାରୀ ଅଫିସ୍ ଓ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...