AFFILIATE MARKETING

https://binomo.com?a=90810425bb57&t=0

Wednesday, November 1, 2023

ସବୁ ଆଲୋଚନାର ଅନ୍ତ ଜିଲାରେ ଖୋଲିବ ୬୩ ନୂତନ ପ୍ରାଥମିକ କୃଷି ସମବାୟ ସମିତି

COASTAL NEWS ODIA 1326

ସବୁ ଆଲୋଚନାର ଅନ୍ତ ଜିଲାରେ ଖୋଲିବ ୬୩ ନୂତନ ପ୍ରାଥମିକ କୃଷି ସମବାୟ ସମିତି


କେନ୍ଦ୍ରାପଡ଼ା, ୩୧/୧୦: (CNO) କେନ୍ଦ୍ରାପଡା ଜିଲାରେ ନୂତନ ଭାବେ ପଞ୍ଜିକରଣ ହୋଇ କାର୍ଯ୍ୟକାରୀ କରିବାକୁ ଥିବା ୬୩ଟି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଓ ସମ୍ପାଦକଙ୍କୁ ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକରେ ୪, ପଟ୍ଟାମୁଣ୍ଡାଇ-୬, ମହାକାଳପଡା-୮, ଗରଦପୁର-୯, ମାର୍ଶାଘାଇ-୧୪, ରାଜନଗର-୩, ଡେରାବିଶ-୮, ଆଳି-୧୧ ମୋଟ୍ ୬୩ଟି ପ୍ରାଥମିକ କୃଷି ସମବାୟ ସମିତିର ମନୋନିତ ହୋଇଥିବା ପରିଚାଳନା କମିଟିର ସଭାପତି ଓ ସଂପାଦକଙ୍କୁ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଏହି ସମିତିଗୁଡିକ କିଭଳି ସୁରୁଖୁର ରେ ପରିଚାଳନା କରାଯାଇ ପାରିବ ସେନେଇ ଏ.ଆର.ସି.ଏସ୍ ସନ୍ତୋଷ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ଏସ୍.ଆର.ସି.ଏସ୍ ଯୋଗେନ୍ଦ୍ର ନାଥ ବିଶ୍ବାଳ, ରବି ନାରାୟଣ ସାହୁ, ବ୍ୟାଙ୍କ ପରିଚାଳକ ଦୁର୍ଗା ମାଧବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...