AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ମହାକାଶକୁ ମାନବ ପଠାଇବା ଦିଗରେ ପାଦେ ଆଗେଇଲା ଭାରତ

COASTAL NEWS ODIA 1118

ମହାକାଶକୁ ମାନବ ପଠାଇବା ଦିଗରେ ପାଦେ ଆଗେଇଲା ଭାରତ



ନୂଆଦିଲ୍ଲୀ :  ଭଞ୍ଜ ବିହାରୀ ମହାନ୍ତି - ମହାକାଶକୁ ମାନବ ପଠାଇବା ଦିଗରେ ପାଦେ ଆଗେଇଲା ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗଗନୟାନ ମିଶନକୁ ଜୋରଦାର କରିଛି । ଆସନ୍ତା ୨୧ ତାରିଖରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ପଠାଇବ ଇସ୍ରୋ । ଏ ନେଇ ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଙ୍ଗଳବାର  ଏହି ସୂଚନା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍‌  ସେଣ୍ଟରରୁ ଟେଷ୍ଟ ଭେହିକଲ ଡେଭେଲପ୍‌ମେଣ୍ଟ ଫ୍ଲାଇଟ୍‌ ଟିଭି-ଡି୧କୁ ଉତ୍‌କ୍ଷେପଣ କରାଯିବ । ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ଏହି ଟେଷ୍ଟରେ କ୍ରୁ ମଡ୍ୟୁଲକୁ ଆଉଟର ସ୍ପେସ୍‌ରେ ଲଞ୍ଚ୍‌ କରାଯିବା ସହ ପୃଥିବୀକୁ ଫେରାଇଆଣିବା ଏବଂ ବଙ୍ଗୋପସାଗରରେ  ଟଚ୍‌ଡାଉନ୍‌ ପରେ ଏହାକୁ ରିକଭର କରାଯିବା ଆଦି କାର୍ଯ୍ୟକ୍ରମ ରହିଛି ।


No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...