AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ପୁଟିନ୍‌ଙ୍କୁ ହୃଦଘାତ: ତଳେ ପଡିଯିବାରୁ ହସ୍ପିଟାଲରେ ଭର୍ତ୍ତି

COASTAL NEWS ODIA 1246

ପୁଟିନ୍‌ଙ୍କୁ ହୃଦଘାତ: ତଳେ ପଡିଯିବାରୁ ହସ୍ପିଟାଲରେ ଭର୍ତ୍ତି

 

ମସ୍କୋ,୨୪।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ହୃଦଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ ଏକ ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । 

ତେବେ ଘଟଣା ସମ୍ପର୍କରେ ରୁଷିଆ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଘଟଣାଟି ରବିବାର ସନ୍ଧ୍ୟାରେ ଘଟିଥିବା ଜଣାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...