AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ବୁଡା ଜାହାଜ ପଣ୍ଡୁବି ‘ଇମ୍ଫାଲ

COASTAL NEWS ODIA 1199

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ବୁଡା ଜାହାଜ ପଣ୍ଡୁବି ‘ଇମ୍ଫାଲ' 


 
  
ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ସିପିୟାର୍ଡ ମଜାଗନ ଡକ ସିପବିଲ୍ଡର୍ସ ଲିମିଟେଡ (MDL) ନୌସେନା ପାଇଁ ଏକ ଶକ୍ତିଶାଳୀ ପଣ୍ଡୁବି(ବୁଡା ଜାହାଜ) ପ୍ରସ୍ତୁତ କରିଛ। ଇମ୍ପାଲ ନାମକୁ ଏହି ଶକ୍ତିଶାଳୀ ବୁଡାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯାଇଛି। ଭାରତୀୟ ନୌସେନା କହିଛି ଯେ, ଇମ୍ଫାଲ ସ୍ବଦେଶୀ ବିକଶିତ ଅସ୍ତ୍ର ଓ ସେନ୍ସର ସହିତ ସଜ୍ଜିତ ହୋଇଛି। ଏଥିରେ ହଲ-ମାଉଣ୍ଟେଡ ସୋନାର ହାମସା ଏନଜି, ଭାରି ଓଜନ ଟର୍ପେଡୋ ଟ୍ୟୁବ ଲଞ୍ଚର୍‌ ଏବଂ ଏଏସଡବ୍ଲୁ ରକେଟ ଲଞ୍ଚର୍‌ ମଧ୍ୟ ରହିଛି।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...