AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ଖବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ମୃତ୍ୟୁ

COASTAL NEWS ODIA 1285

ଖବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ମୃତ୍ୟୁ



ମସ୍କୋ,୨୮।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ହୋଇଛି ମୃତ୍ୟୁ। ଏପରି ଏକ ଦାବି କରିଛି ଟେଲିଗ୍ରାମ ଚ୍ୟାନେଲ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛିି। ମସ୍କୋରେ ମଧ୍ୟ ବିଦ୍ରୋହ ହେବାକୁ ଯାଉଥିବା ନେଇ ଦାବି କରାଯାଇଛି । ଟେଲିଗ୍ରାମ ଚ୍ୟାନେଲରେ ପୁଟିନଙ୍କ ମୃତଦେହ ପାଖରେ ଡାକ୍ତରମାନେ ଅଛନ୍ତି । ଏବଂ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଏଥିରେ କୁହାଯାଇଛି ।

ତେବେ ପୁଟିନଙ୍କ ମୃତ୍ୟୁ ଏବଂ ଋଷିଆରେ ବିଦ୍ରୋହକୁ କ୍ରେମଲିନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ସମ୍ପୂର୍ଣ୍ଣଭାବେ ଗୁଜବ ଏବଂ ମିଥ୍ୟା ସୂଚନା ବୋଲି କ୍ରେମଲିନ କହିଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...