AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ରସିକିଆ ବ୍ଲାକମେଲର

COASTAL NEWS ODIA 1307

ରସିକିଆ ବ୍ଲାକମେଲର



ଭଦ୍ରକ:  (CNO) ଭଞ୍ଜ ବିହାରୀ ମହାନ୍ତି - ରସିକିଆ ବ୍ଲାକମେଲରକୁ ଗିରଫ କଲା ବାସୁଦେବପୁର ପୋଲିସ । ଗିରଫ ଯୁବକ ଯାଜପୁର ଜିଲ୍ଲାର ରଜତପୁର ଅଞ୍ଚଳର ମହମ୍ମଦ ରଫିକ ବୋଲି ଜଣାପଡିଛି ।  ନିଜ ନାମ ପରିବର୍ତ୍ତନ କରି ଆକାଶ ମିଶ୍ର ନାମରେ ମୋବାଇଲ ମାଧ୍ୟମରେ ବିଭିନ୍ନ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା । 

ପ୍ରଥମେ ନିଜ ପ୍ରେମ ଜାଲରେ ମହିଳାଙ୍କୁ ଫସାଇବା ପରେ ମହିଳାଙ୍କୁ ଭିଡିଓ କଲ୍ ମାଧ୍ୟମରେ ଉଲଗ୍ନ ହେବାକୁ କହି ମହିଳାଙ୍କ ଉଲଗ୍ନ ଫଟୋକୁ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା । ଏବଂ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିଲା । 

ତେବେ ବାସୁଦେବପୁରର ବିନାୟକପୁର ଅଞ୍ଚଳର ଜଣେ ମହିଳା ଯୁବକଙ୍କ ଦ୍ୱାରା ବ୍ଲାକମେଲିଂର ଶିକାର ହେଇଥିଲେ । ପରେ ବାସୁଦେବପୁର ଥାନାରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...