AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ଆଳି ମିଶନ ଶକ୍ତି ପକ୍ଷରୁ ଋଣମେଳା ରେ ଇ- ସ୍କୁଟର ବଣ୍ଟନ

COASTAL NEWS ODIA 1205

ଆଳି ମିଶନ ଶକ୍ତି ପକ୍ଷରୁ ଋଣମେଳା ରେ ଇ- ସ୍କୁଟର ବଣ୍ଟନ



ଆଳି - (CNO ): ଆଳି ମିଶନ ଶକ୍ତି ପକ୍ଷରୁ ଋଣମେଳା ଜରିଆରେ ଇ-ସ୍କୁଟି ବଣ୍ଟନ କାର୍ଯ୍ୟକ୍ରମ ଆଳି ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ l ମିଶନ ଶକ୍ତି ରାଜ୍ୟ ସରକାରଙ୍କ ଏକ ଉପଯୋଗୀ ଯୋଜନା ଯାହା ଦ୍ବାରା ଗୋଟିଏ ପରିବାରର ଜଣେ ମହିଳା ଆଗକୁ ଗଲେ ରାଜ୍ୟ ଆଗକୁ ଅଗ୍ରସର ହୋଇ ପାରିବ  ଏହା ହେଉଛି ମିଶନ ଶକ୍ତି ର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଏହି ପରିପ୍ରେକ୍ଷୀରେ ଶ୍ରୀ ଦେବ ସ୍କୁଟର ର ଯୋଜନା ଶୁଭାରମ୍ଭ କରିଥିଲେ। 

ପ୍ରଥମ ପ୍ରର୍ଯ୍ୟାୟରେ ୫୦ ଜଣକୁ ସ୍ଫୁଟର ପ୍ରଦାନ କରାଯାଇଥିଲା। ପରେ ପରେ ୩୪ଟି ପଞ୍ଚାୟତ ର ୩୧୪ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୩ କୋଟି ୫୦ ଲକ୍ଷ ଜଗଦେବ ମିଶନ ଶକ୍ତିର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ବି ପିସି ମୋନାଲିସା ନାୟକ ଅତିଥ୍‌ ପରିଚୟ ଟଙ୍କାର ମଞ୍ଜୁରି ପତ୍ର ମନ୍ତ୍ରୀ ଦେବ ପ୍ରଦାନ କରିଥିଲେ। କରିଥିଲେ। ବ୍ଲକର ୩୪ଟି ପାଞ୍ଚୟତର ମିଶନଶକ୍ତିର ସମସ୍ତ ପ୍ରଦାନ କରିଥିଲାବେଳେ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଉପାଧ୍ୟକ୍ଷ ମିନତି ବାରିକ ଓ ମଣ୍ଡଳ ଉନ୍ନୟନ ଅଧିକାରିଣୀ ବ୍ଲକ କର୍ମଚାରୀଙ୍କ ସମେତ ଏମ ବି କେ,ସି ଆର ପି ଓ ବ୍ୟାଙ୍କ ମିତ୍ର ଉପସ୍ଥିତ ଥିଲେ।ହିତାଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଥିଲେ l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...