AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

COASTAL NEWS ODIA 1210

ଭାଗ ଚାଷୀଙ୍କର ସାପ କାମୁଡ଼ାରେ ମୃତ୍ୟୁ



ଆଳି - (CNO ): ଆଳି ଥାନା ଅନ୍ତର୍ଗତ ମେଣ୍ଟପୁର ଗ୍ରାମ ପଞ୍ଚାୟତ ର କଣ୍ଟିପୁର ଗ୍ରାମର ଜଣେ ଭାଗ ଚାଷୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। କଣ୍ଟିପୁର ଗ୍ରାମର ଗୟାଧର ସାହୁ ଶନିବାର ଦିନ ଚାଷ ଜମିରେ କିଟ ନାଶକ ପକାଉ ଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। 

ଫଳରେ ଗୟାଧର ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଳି ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୟାଧରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

No comments:

COASTAL NEWS

ओडिशा की स्कूली पुस्तकों में हजारों गलतियां, शिक्षा व्यवस्था पर उठे गंभीर सवाल

ओडिशा की स्कूली पुस्तकों में हजारों गलतियां, शिक्षा व्यवस्था पर उठे गंभीर सवाल भुवनेश्वर: ओडिशा के सरकारी स्कूलों में वि...