AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ

COASTAL NEWS ODIA 1198

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ



 
ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ଗର୍ଭନରୋଧକ ଟିକା ଏବେ କେବଳ ମହିଳା ନୁହେଁ ପୁରଷ ମଧ୍ୟ ନେଇପାରିବେ। ଆଉ ଏହି ଟିକା ପ୍ରଥମ ଦେଶ ଭାବେ ଭାରତରେ ସଫଳତାର ସହ ପରୀକ୍ଷଣ ହୋଇଯାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ପ୍ରସ୍ତୁତ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଜଣାପଡିଛି। ରିଭର୍ସେବୁଲ ଇନହିବିଏଶନ ଅଫ ସ୍ପର୍ମ ଅଣ୍ଡର ଗାଇଡାନ୍ସ (ରିସୁଗ) ଟିକାକୁ ପରୀକ୍ଷା କରିବା ପାଇଁ ପ୍ରାୟ ସାତ ବର୍ଷ ସମୟ ଲାଗିଥିବା ଆଇସିଏମଆର କହିଛି।

ଅନ୍ତର୍ଜାତୀୟ ଓପନ ଏକ୍ସେସ ଜର୍ନାଲ ଆଣ୍ଡ୍ରୋଲୋଜିରେ ଅଧ୍ୟୟନର ତୃତୀୟ ପର୍ଯ୍ୟାୟର ନିଷ୍କର୍ସ ପ୍ରକାଶ ପାଇଛି। ଆଇଆଇଟି ଖଡଗପୁରର ପ୍ରଫେସର ଡକ୍ଟର ସୁଜୟ କୁମାର ଗୁହା କହିଛନ୍ତ, ରିସୁଗର ଗୋଟିଏ ଡୋଜର ପ୍ରଭାବ ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ ରହିଥାଏ। ବିଶେଷ କଥା ହେଉଛି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଏହା ୯୯ ପ୍ରତିଶତ ଭାବେ ଗର୍ଭଧାରଣକୁ ରୋକିବାରେ ସକ୍ଷମ ଅଟେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...