AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ରାଜ୍ୟ ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା, ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରରୁ କନ୍ୟାକୁମାରୀ ଯିବେ ୯୭୦ ତୀର୍ଥଯାତ୍ରୀ

COASTAL NEWS ODIA 1315

ରାଜ୍ୟ ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା, ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରରୁ କନ୍ୟାକୁମାରୀ ଯିବେ ୯୭୦ ତୀର୍ଥଯାତ୍ରୀ



ବ୍ରହ୍ମପୁର : (CNO) ଭଞ୍ଜ ବିହାରୀ ମହାନ୍ତି - ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା । ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନାରେ ଆଜି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବାହାରିବେ ୯୭୦ ତୀର୍ଥଯାତ୍ରୀ । ୨୦୨୩-୨୦୨୪ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସକାଳ ୧୧.୩୦ ସମୟରେ ଭିସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ବ୍ରହ୍ମପୁର ରେଳ ଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି ।

ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ର ୯୭୦ ତୀର୍ଥଯାତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ କନ୍ୟାକୁମାରୀ ଅଭିମୁଖେ ବାହାରିବେ। ଏଥିପାଇଁ ପ୍ରଶାସନିକ ଅଧିକାରୀ ଓ ରେଳ ଅଧିକାରୀ ମିଳିତ ଭାବେ ପ୍ରସ୍ତୁତିର ତଦାରଖ କରୁଛନ୍ତି । ଏହି ଯାତ୍ରା ୩୧.୧୦.୨୦୨୩ ଠାରୁ ଆରମ୍ଭ ହେବ ଏବଂ ୦୫.୧୧.୨୦୨୩ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...