AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ ; କେନ୍ଦ୍ରାପଡାରେ ଖୁସିର ଲହରି

COASTAL NEWS ODIA 1000

ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ ; କେନ୍ଦ୍ରାପଡାରେ ଖୁସିର ଲହରି


କେନ୍ଦ୍ରାପଡା: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି ଓ ମନୋଜ କୁମାର ବାରିକ - ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଅମଣିଆ ଭୋଗ, କେନ୍ଦ୍ରାପଡ଼ାର ଗର୍ବ ରସାବଳୀ କୁ ମିଳିଲା ବିଶ୍ଵ ପରିଚୟ, ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଖୁସିର ଲହରି ଖେଳିଯାଇଛି l 

ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ଦିନର ଦାବିକୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଶୁଣିବା ସହ ମାନ୍ୟତା ଦେଇଥିବାରୁ କେନ୍ଦ୍ରାପଡ଼ାର ସାଧାରଣ ଜନତା ଓ ଭୋଗ ଦୋକାନୀ ଖୁସିବ୍ୟକ୍ତ କରିଛନ୍ତି। ରସାବଳୀ ଓଡିଶା ରାଜ୍ଯ କେନ୍ଦ୍ରାପଡାର ବୋଲି ମିଳିଲା GI ଟ୍ୟାଗ, ଆଜି ହେଉଛି ସାରା କେନ୍ଦ୍ରାପଡ଼ା ବାସୀଙ୍କର ଐତିହାସିକ ଦିନ ।

ଜୟ ମହାପ୍ରଭୁ, ବଡ଼ଠାକୁର, ବଡବାଡ ମଣିମା, ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଜୟ ହେଉ ।




No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...