AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ନିଖୋଜ ନାବାଳକଙ୍କ ଶବ ଉଦ୍ଧାର

COASTAL NEWS ODIA 1042

ନିଖୋଜ ନାବାଳକଙ୍କ ଶବ ଉଦ୍ଧାର


କଟକ- ମାଲଗୋଦାମରୁ ନିଖୋଜ  ହୋଇଥିବା ଜଣେ ନାବାଳକଙ୍କ ଶବ ନୂଆବଜାର ନିକଟ ତାଳଦଣ୍ଡାରୁ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଅଲ୍ଲୀ(୧୬)। ସୂଚନା ସୟଦ ଅନୁଯାୟୀ, ଲାଲ୍‌ବାଗ ଥାନା ଚାନ୍ଦିନୀଚୌକ୍‌ର ଫକୀର୍ ଅଲ୍ଲୀଙ୍କ ପୁଅ ସୟଦ ଅଲ୍ଲୀ ତାଙ୍କ ମାମୁଙ୍କ ଅଟୋ ବ୍ୟବସାୟରେ ସହଯୋଗ କରୁଥିଲେ। ଗଲା ୩ ତାରିଖ ରାତି ପ୍ରାୟ ୭ଟା ବେଳେ ସେ ମାମୁ କବିରଙ୍କ ସହିତ ମାଲଗୋଦାମ ଆସିଥିଲେ । ସେଠାରେ ସେ ମାମୁଙ୍କ ନିକଟରୁ ଜଳଖିଆ ଖାଇବାକୁ ୩୦ ଟଙ୍କା ନେଇ ଯାଇଥିଲେ । ତା’ ପରଠାରୁ ସେ ଫେରି ନଥିଲେ  l 

ଏ ସଂକ୍ରାନ୍ତରେ ପରିବାର ଲୋକେ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ଅପରାହ୍ନ ୪ଟା ବେଳେ ନୂଆବଜାର ସାଇ ମନ୍ଦିର ନିକଟ ତାଳଦଣ୍ଡା କେନାଲରୁ ସୟଦ୍‌ଙ୍କ ଶବ ଉଦ୍ଧାର କରିଥିଲା। ସିଆର୍‌ଆର୍‌ଆଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...