AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ

COASTAL NEWS ODIA 1063

ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ




ଉତ୍ତରପ୍ରଦେଶ-ଭଞ୍ଜ ବିହାରୀ ମହାନ୍ତି -ଆଜି ବାୟୁସେନା ଦିବସ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ । ୧୦୦ରୁ ଅଧିକ ବିମାନ ଏବଂ ହେଲିକପ୍ଟର କରିବେ ପ୍ରଦର୍ଶନ । ବାୟୁସେନାର ଶକ୍ତି, ସାମର୍ଥ୍ୟ, ଶୌଯ୍ୟ ଦେଖାଇବେ ବାୟୁ ବୀର । ଏୟାର ଫୋର୍ସର ଭିଣ୍ଟେଜ୍ ଏୟାରକ୍ରାଫ୍ଟ ଟାଇଗର ମୋଥ୍, ହାର୍ବଟ ଟ୍ରେନର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହେରକୁଲସ୍, ଚେତକ, ମିରାଜ୍, ସୁଖୋଇ-୩୦ ଭଳି ବିମାନ ନିଜ ସାମର୍ଥ ପ୍ରଦର୍ଶିତ କରିବେ ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଥିଲା । ଚଳିତ ବର୍ଷ ଭାରତ ଏହାର ୯୧ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଏବଂ ଦେଶରେ ବାୟୁସେନାର ଅବଦାନକୁ ପ୍ରଶଂସା କରାଯାଏ l

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...