AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ସରକାରୀ ବସ୍ ରେ ମାଙ୍କଡ଼ର ୩୦କିମି ଯାତ୍ରା

COASTAL NEWS ODIA 1102

ସରକାରୀ ବସ୍ ରେ ମାଙ୍କଡ଼ର ୩୦କିମି ଯାତ୍ରା ; ଭିଡ଼ ସତ୍ତ୍ୱେ ୱିଣ୍ଡୋ ସିଟ୍ କଲା ରିଜର୍ଭ, ପୂରା ଯାତ୍ରାର ନେଉଛି ମଜା




କର୍ଣାଟକ - ଭଞ୍ଜ ବିହାରୀ ମହାନ୍ତି -- ସୋସିଆଲ୍ ମିଡିଆରେ  ମାଳ ମାଳ ଭାଇରାଲ୍ ଭିଡିଓ। ତଥାପି ଏ ଭିଡିଓଟି ବି ବେଶ୍ ମଜାଦାର ଭିଡିଓ। ପ୍ରଥମେ ଭିଡିଓଟିକୁ ଦେଖି ନିଅନ୍ତୁ।  ଭିଡିଓରେ ମାଙ୍କଡଟି ବସରେ ଆରମ୍ ରେ ବସି ଯାଉଛି ଆଉ ଯାତ୍ରାର ପୂରା ମଜା ଉଠାଉଛି।  କର୍ଣ୍ଣାଟକର ଏ ଦୃଶ୍ୟ। ଯେଉଁଥିରେ ମାଙ୍କଡ଼ଟି ବସ୍ ସିଟରେ ବସି ପ୍ରାୟ 30କିଲୋମିଟର ଯାତ୍ରା କରିଥିଲା। ହଁ ଆଜ୍ଞା, ପୂରା ମଣିଷଙ୍କ ପରି  ସେ ହାଭେରୀ ବସ୍ ଷ୍ଟାଣ୍ଡରୁ ବସ୍‌ରେ ଚଢ଼ିଥିଲା ଆଉ ହମସାବାଭି ଗାଁରେ ଓହ୍ଲାଇଥିଲା। ତାଙ୍କର ଯାତ୍ରା ସମୟରେ ପୂରା ଦୃଶ୍ୟକୁ  ଗଣେଶ ନୁଲାଗେରି ନାମକ ଜଣେ ଯାତ୍ରୀ କ୍ୟାମେରାରେ କଏଦ କରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...