AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ଇମ୍ରାନ ଖାଁ ଓ ମହମୁଦ କୁରେଶୀ ଦୋଷୀ ସାବ୍ୟସ୍ତ

COASTAL NEWS ODIA 964

ଇମ୍ରାନ ଖାଁ ଓ ମହମୁଦ କୁରେଶୀ ଦୋଷୀ ସାବ୍ୟସ୍ତ



ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି । ନ୍ୟୁଜ ଏଜେନ୍ତି ପିଟିଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିଓଟିଭି ଏହି ସୂଚନା ଦେଇଛି। 

ପାକିସ୍ତାନୀ ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ତି ଉଭୟଙ୍କ ବିରୋଧରେ ଏକ ସ୍ଵତନ୍ତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ । ଉଭୟ ପିଟିଆଇ ମୁଖ୍ୟ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବର୍ତ୍ତମାନ ନ୍ୟାୟିକ ରିମାଣ୍ଡରେ ଜେଲରେ ଅଛନ୍ତି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...