AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ନିଯୁକ୍ତି ସୂଚନା

COASTAL NEWS ODIA 1072
ନିଯୁକ୍ତି ସୂଚନା 


ଭୁବନେଶ୍ବର - ଓଡ଼ିଶାରେ ଗ୍ରାଜୁଏଟ୍‌ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡ଼ିଶାରେ ପାଇପାରିବେ ସରକାରୀ ଚାକିରି ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ। 

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSSC ରେ ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Staff Selection Commissin Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ESIC Recruitment 2023: ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୧୪ ଅକ୍ଟୋବର ୨୦୨୩
ଅନ୍‌ଲାଇନ୍ ଆବେଦନ ଶେଷ : ୧୪ ନଭେମ୍ବର ୨୦୨୩
ଅନ୍‌ଲାଇନ୍ ଆବେଦନ ସଂଶୋଧନ: ୧୭ ନଭେମ୍ବର ୨୦୨୩
ପଦବୀ ସଂଖ୍ୟା:
ଅଡିଟର – ୨୩୯ଟି ପୋଷ୍ଟ୍
ଇନ୍ସପେକ୍ଟର – ୪୨ଟି ପୋଷ୍ଟ୍
ସବ୍‌ଡିଭିଜନାଲ୍ ଫାଇନାନସିଆଲ୍ ସର୍ଭିସ୍ – ୧୨ଟି ପୋଷ୍ଟ୍
ୱେଲ୍‌ଫେୟାର୍ ଏକ୍ସଟେନ୍‌ସନ୍ ଅଫିସର୍ – ୫୫ଟି ପୋଷ୍ଟ୍
ହାଣ୍ଡିକ୍ରାଫ୍ଟ ପ୍ରମୋଶନ ଅଫିସର୍ – ୪ଟି ପୋଷ୍ଟ୍
ଜୁନିଅର୍ ଆକାଉଟାଣ୍ଟ୍ – ୨ଟି ପୋଷ୍ଟ୍
ଜୁନିଅର୍ ଆସିଷ୍ଟାଣ୍ଟ – ୧୪୧ଟି ପୋଷ୍ଟ୍
ମୋଟ୍ – ୪୯୫ଟି ପୋଷ୍ଟ୍
ଯୋଗ୍ୟତା:
ଯେକୌଣି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାଶ୍
କମ୍ପ୍ୟୁଟର ଦକ୍ଷତା ଥିବା ଜରୁରୀ
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୩୮ ବର୍ଷ
ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
ପ୍ରାରମ୍ଭିକ ପରୀକ୍ଷା(୧୫୦ ମାର୍କ)
ମୁଖ୍ୟ ପରୀକ୍ଷା (୨୦୦ ମାର୍କ)
କମ୍ପ୍ୟୁଟର ଦକ୍ଷତା ଯାଞ୍ଚ
ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
OSSC ର ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଆନ୍ତୁ
ହୋମ୍‌ପେଜ୍‌ରେ ‘APPLY ONLINE’ ଉପରେ କ୍ଲିକ୍ କରନ୍ତୁ
ରେଜିଷ୍ଟେସନ କରିବା ପାଇଁ ‘NEW USER’ ଉପରେ କ୍ଲିକ୍ କରନ୍ତୁ
ୟୁଜର ଆଇଡି ଓ ପାସ୍‌ୱାର୍ଡ ତିଆରି ହେବ
ୟୁଜର ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ଆବେଦନ ଫର୍ମ ଖୋଲନ୍ତୁ
ସଠିକ୍ ଭାବେ ପର୍ମ ପୂରଣ କରନ୍ତୁ
ସବୁ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ
Submit କରି ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...