AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ଆଜିର ଖବର

COASTAL NEWS ODIA 1030

*ଖବର ଆଜିର* 
*ତାରିଖ ୦୬/୧୦/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ମାଟ୍ରିକ ଢାଞ୍ଚାରେ ଆଇନ୍ ପରୀକ୍ଷା କରିବାକୁ ପ୍ରସ୍ତାବ।*

*୨-ଭୁବନେଶ୍ୱର:୨୦୦ କୋଟି ବ୍ୟୟ ବରାଦ,୧୫ ହଜାର ପ୍ରାଥମିକ ବିଦ୍ୟାଳୟର ବଦଳିବ ରୂପରେଖ।*

*୩-ଏଥର ଦୁର୍ଗା ପୂଜାରେ ଦୁଲୁକିବ ମଞ୍ଚ, ରାତି ୧୨ ପର୍ଯ୍ୟନ୍ତ ଚାଲିବ ମେଲୋଡି।*

*୪-କିସ୍ ଫାଉଣ୍ଡେସନର ସହାୟତା: ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କର ବଦଳିଲା ଭାଗ୍ୟ।*

*୫-ଭୁବନେଶ୍ୱରରେ ବୈଶ୍ବିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରିବ ଆକ୍ସେଞ୍ଚର।*

*୬-ରାୟଗଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି।*

*୭-ସପ୍ତମ ଶ୍ରେଣୀର ଛାତ୍ରୀ ଓଡିଶା ଝିଅ ଆକାଂଶୀ ପ୍ରିୟଦର୍ଶନୀଙ୍କ ଭାଷଣରେ କମ୍ପିଲା ସଂସଦ ଭବନ।*

*୮-ବିପିୟୁଟି ଟେକ୍ନୋଲୋଜି କାର୍ଣ୍ଣିଭାଲ,ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୯-ଜଗତସିଂହପୁର:ସରିନି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାଦ, ବିବାହ ପାଇଁ କୋର୍ଟରେ କଲେ ଆବେଦନ।*

*୧୦-ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ।*

*୧୧-ଛାତ୍ର ସଂସଦ ନିର୍ବାଚନ, ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍: ସପ୍ତାହେ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ।*

*୧୨-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗାଁ:ବାରୁଦ ଉପରେ ଚଢିଗଲା କାର, ଠୋ ଠା କରି ଫାଟି ଏରିଆ କମ୍ପାଇଲା।*

*୧୩-ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ । ଭିସି ଯୋଗେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ।*

*୧୪-ମହାଦେବ ଅନଲାଇନ ଗେମିଂ ମନିଲଣ୍ଡ୍ରିଂ ମାମଲା: E-Mail  କରି EDଙ୍କୁ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର କପୁର।*

*୧୫-ଆଲାହାବାଦ ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ: ଥାନାରେ ବିବାହ ଅବୈଧ।*

*୧୬-ଉତ୍ତର ପ୍ରଦେଶର ସାହାଜାନପୁର:ଦାଦା ବଟି ନ ମିଳିବାରୁ ୭ କିଲୋମିଟର ପିଚୁ ରାସ୍ତାକୁ ଖୋଳିଦେଲେ ଏମଏଲଏଙ୍କ ସମର୍ଥକ।*

*୧୭-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଆକ୍ସନ, ହତ୍ୟାକାଣ୍ଡ ଘଟଣାରେ ୧୫ ଅଧିକାରୀଙ୍କୁ ନିଲମ୍ବିତ।*

*୧୮-ନରୱେ ନାଟ୍ୟକାର ୟୁନ ଫସା ପାଇବେ ସାହିତ୍ୟ ପାଇଁ ନୋବେଲ।*

*୧୯-ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ ।*


.             

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...