AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’

COASTAL NEWS ODIA 1113

ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’


ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ସରକାର କା ମାଲ୍ ଦରିଆ ମେଁ ଡାଲ, ନୀତିରେ ଚାଲିଛି ମୋ ସାଇକେଲ ପ୍ରକଳ୍ପ ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’ । ଘୋଷଣାର ୮ ମାସ ପରେ ବି ତିଆରି ହୋଇପାରିଲା ନାହିଁ SOP । ସ୍ମାର୍ଟ ସିଟିର ୨୪ଟି ପ୍ରକଳ୍ପରୁ `ମୋ ସାଇକେଲ’ ଥିଲା ଗୋଟିଏ ପ୍ରକଳ୍ପ । 

ଶହ ଶହ ୟାର୍ଡରେ ପଡ଼ିଛି ଅଚଳ ସାଇକେଲ, ଉଡ଼ିଯାଇଛି ବାରକୋଡ୍। କେନ୍ଦ୍ର ଓ ରାଜ୍ୟର ଅଧା-ଅଧା ଅନୁଦାନରେ ହୋଇଥିଲା ସ୍ମାର୍ଟସିଟି ପ୍ରୋଜେକ୍ଟ।ସାଇକେଲ ଧରି ସହରରେ ବୁଲିବା ସ୍ଵପ୍ନ ସାକାର ହୋଇ ପାରିଲା ନାହିଁ ସ୍ଵପ୍ନ ରେ ରହିଗଲା l କୋଟି କୋଟି ଟଙ୍କା ସ୍ଵାହା l ଏହି ଟଙ୍କା ହୁଏତ ଅନ୍ୟ କୌଣସି ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ରେ ବିନିଯୋଗ ହୋଇ ପାରିଥାନ୍ତା l ଅଫିସର ଙ୍କ ଖାମଖିଆଲ ନୀତି ପାଇଁ ଏତେ ଟଙ୍କା ବରବାଦ l ନା ସରକାର ତତ୍ପର ନା ବିରୋଧୀ l

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...