AFFILIATE MARKETING

https://binomo.com?a=90810425bb57&t=0

Monday, October 2, 2023

ଗଣିଆ ପୋଲିସ କୁ ଆଉ ଏକ ବଡ଼ ସଫଳତା 400ଲିଟର ଦେଶୀ ମଦ ଜବତ

COASTAL NEWS ODIA 973
 
ଗଣିଆ ପୋଲିସ କୁ ଆଉ ଏକ ବଡ଼ ସଫଳତା 400ଲିଟର ଦେଶୀ ମଦ ଜବତ 



ଗଣିଆ - ଖୁଲମ୍ ଖୁଲା ଚାଲିଥିଲା ଦେଶୀ ମହୁଲି କାରବାର କରୁଥିବା ତିନି ଜଣ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଆଜି ଗଣିଆ ଥାନା ପୋଲିସ ଧରିବାରେ ସଫଳ ହୋଇଛି l କଣ୍ଟିଲୋ ରୁ ଗଣିଆ ଆଡ଼କୁ ଆସୁଥିବା ଏକ ସ୍କର୍ପିଓ (OD 02 9342) ଗାଡ଼ିକୁ ବିଶେଷ ସୂତ୍ର ରୁ ଖବର ପାଇ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ପାଣ୍ଡରାସିଂହା ଛକ ନିକଟରୁ ସ୍କର୍ପିଓ ଗାଡ଼ି ଶହ 20 ଗୋଟି ରବର ବ୍ଲାଡର ରୁ400ଲିଟର ଦେଶୀ ମଦ ଜବତ କରିଥିଲେ,


ଦେଶୀ ମଦ କାରବାର ରେ ଖଣ୍ଡପଡା ର ଗଣେଶ୍ୱର ସାହୁ, ସୁକାନ୍ତ ସାହୁ ଓ ଆଠଗଡ଼ ର ଅନିଲ ସାହୁ ଲିପ୍ତ ଥିବା ଜଣା ପଡିଥିଲା ସେମାନଙ୍କୁ ସେକ୍ସନ 272,273,34IPC, 52 odisha ଏକ୍ସସାଇଜ ଧାରା ରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଚାଳିଶ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...