AFFILIATE MARKETING

https://binomo.com?a=90810425bb57&t=0

Wednesday, October 11, 2023

COASTAL NEWS ODIA 1089

ଆଳି ବ୍ଲକରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର
ଆଳି ଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ମିଳିତ
ସୋମବାର
ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ୪୬ଟି ଅଭିଯୋଗ
ହୋଇଛି। ସେଥ୍ମଧ୍ୟରୁ ୪୨ଟି ବ୍ୟକ୍ତିଗତ
ଅଭିଯୋଗ ଥିବା ବେଳେ ୪ଟି ସାମୂହିକ
ଅଭିଯୋଗ ରହିଛି। କେନ୍ଦ୍ରାପଡ଼ା ଜିଲାପାଳ
ଅମୃତ ଋତୁରାଜ, ଏସ୍‌ପି ମଡକର ସନ୍ଦୀପ
ସମ୍ପାଦଙ୍କ ଉପସ୍ଥିତିରେ ଏହି ଅଭିଯୋଗ
ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଅଭିଯୋଗ ମଧ୍ୟରେ ରାଶନ କାର୍ଡ,
ଆବାସ ଯୋଜନା, ଭତ୍ତା ଯୋଜନାରୁ
ବଞ୍ଚିତ ହୋଇଥିବା ହିତାଧିକାରୀମାନେ
କରିଥିଲେ। ସାମୂହିକ
ଆବେଦନ
ଅଭିଯୋଗ ମଧ୍ୟରେ ପଦନପୁର ଗ୍ରାମରେ
ନଳକୂପ ଖନନ, ଟୁଙ୍ଗା ଗ୍ରାମରେ ଏକ
ବୃକ୍ଷ କାଟିବା, ବୈଦିମାଳ ଗାଁକୁ ରାସ୍ତା
ନିର୍ମାଣ ସହ ପତ୍ରପୁର ପଞ୍ଚାୟତର
ଏକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କୁ
ବଦଳି କରିବା ଅଭିଯୋଗ ହୋଇଛି।
ସେହିପରି ଆଳି ବ୍ଲକ ସରପଞ୍ଚ ସଂଘ
ପକ୍ଷରୁ ମଧ୍ୟ ଜିଲାପାଳଙ୍କ ଉଦ୍ଦେଶ୍ୟରେ
ସେମାନଙ୍କର ୧୫ ଦଫା ଦାବି ପତ୍ର
ପ୍ରଦାନ କରିଛନ୍ତି। ଏହି ଜନଶୁଣାଣିରେ
ଆଳି ବିଡି ଓ ମିନତି ଜଗଦେବ,
ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ,
ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମାସାଗର
ପଣ୍ଡା, ଆଇଆଇସି
ସବ୍ୟସାଚୀ
ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର
ଅଧିକାରୀମାନେ ଉପସ୍ଥିତ ଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...