AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

*ସଂକ୍ଷିପ୍ତ ଆଜିର*

COASTAL NEWS ODIA 957
*ସଂକ୍ଷିପ୍ତ ଆଜିର* 
*ତାରିଖ ୦୧/୧୦/୨୩, ରବିବାର*



*୧-ଭୁବନେଶ୍ୱର: ବିଜେପି ବିଧାୟକଙ୍କ ହଟ୍ଟଗୋଳ,  କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ।*

*୨-ସମୟ ମାଗିଲେ ସରକାର, ଆନ୍ଦୋଳନରୁ ଓହରିଲେ ଆୟୁଷ ଭେଷଜ ଛାତ୍ରଛାତ୍ରୀ।*

*୩-ସକାଳ ୮ରୁ ସନ୍ଧ୍ୟା ୫ ଯାଏଁ ଖୋଲା ରହିବ ନନ୍ଦନକାନନ।*

*୪-୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବୃଦ୍ଧି, ଅକ୍ଟୋବର ୭ ଶେଷଦିନ।*

*୫-୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ସହ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଜାରି; ୩,୬୬୩ କୋଟି ଟଙ୍କାର ପ୍ରକଳ୍ପରେ  ପ୍ରାୟ ୧୩,୬୬୩ ନିଯୁକ୍ତି ସମ୍ଭାବନା।*

*୬-ରାଜଧାନୀରେ ହିଟ ଆଣ୍ଡ ରନ୍, ଶ୍ରମିକ ମୃତ, ରାଜମହଲ ଛକ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର।*

*୭-କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ପ୍ରଦାନ କରାଗଲା କିସ୍ ହ୍ୟୁମାନିଟାରିଆନ୍ ଆୱାର୍ଡ।*

*୮-ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା।*

*୯-ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତ୍ତି, ଅକ୍ଟୋବର ୫ ଯାଏଁ ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍ ତାରିଖ।*

*୧୦-ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ ବାଣ୍ଟିବ ସଚେତନତାର ମନ୍ତ୍ର, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ – ମୁଖ୍ୟମନ୍ତ୍ରୀ।*

*୧୧-ସୃଷ୍ଟି ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର ! ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି।*

*୧୨-ବ୍ରହ୍ମଗିରି ଥାନା ଡିମିରିସୋଣା ଗାଁରେ ଘଟିଛି ଅଘଟଣ ।ଗଣେଶ ଭସାଣି ବେଳେ ଅଘଟଣ, ବାପାର ଟ୍ରାକ୍ଟର ଚକା ତଳେ ପଡି ପୁଅ ମୃତ।*

*୧୩-ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ଓଏସଏପି ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ, ଜବତ ହେଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।*

*୧୪-ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପ୍ରତି ଜିଲ୍ଲାରେ କରାଯିବ Language Lab।*

*୧୫-ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍‌, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି।*

*୧୬-ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ।*

*୧୭-ଗାଁ ସାଥୀଙ୍କ ନିଆରା ପ୍ରତିବାଦ। ଝାଡୁମାରି, ଦଣ୍ଡବତ କରି ରଖିଲେ ଦାବି। ସେପଟେ ସରୁନି ଶିକ୍ଷକଙ୍କ ଆନ୍ଦୋଳନ।*

*୧୮-ଆସିଲା ନୂଆ ଆପାର୍ଟମେଣ୍ଟ ନିୟମ; ଆଉ ମନମାନି କରିପାରିବେନି ବିଲଡର।*

*୧୯-ବାଲେଶ୍ବରରୁ ଉତ୍ତରପ୍ରଦେଶ ଲମ୍ବିଛି ଜାଲ୍‌ ସାର୍ଟିଫିକେଟ୍‌ ଚେର, RI ଓ ସରପଞ୍ଚ ବି କାର୍ପଟଦାର।*

*୨୦-SSC ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଅନଲାଇନ୍ ଆବେଦନ: ssc.nic.in*

*୨୧-ଭାରତକୁ ମିଳିଲା ନବମ ସ୍ୱର୍ଣ୍ଣ ; ମୋଟ୍‌‌ ପଦକ ସଂଖ୍ୟା ୩୫।*

*୨୨-ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍।*

*୨୩-ଆମେରିକାର ଆଲାସ୍କାରେ ଭାରତ-ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ।*

.               

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...