AFFILIATE MARKETING

https://binomo.com?a=90810425bb57&t=0

Monday, August 7, 2023

ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି

 ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି



ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଲୋକସଭାରେ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି। ବ୍ୟକ୍ତିଗତ ମୌଳିକ ଅଧିକାରର କ୍ଷୁଣ୍ଣ ହେବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି ବୋଲି ଅଭିଯୋଗ କରିଥିଲେ ବିରୋଧୀ। ଏହି ବିଲ୍ ହେବା ଯୋଗୁଁ ବ୍ୟକ୍ତିଗତ ତଥ୍ୟର ନିର୍ଭୁଲ ତଥ୍ୟ, ନିରାପତ୍ତା ଆଦି ସମ୍ଭବ ହୋଇପାରିବ । ତେବେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା ସଂକ୍ରାନ୍ତ ତଥ୍ୟର ଅପବ୍ୟବହାର ହେଲେ ୨୫୦ କୋଟି ଟଙ୍କାର ଜୋରିମାନା ବ୍ୟବସ୍ଥା ବିଲ୍‌ରେ କରାଯାଇଛି। ପ୍ରକାଶଯେ, ଗତ ଅଗଷ୍ଟ ୩ ତାରିଖରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ବିଲ୍ ଆଗତ କରାଯାଇଥିଲା।

No comments:

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...