AFFILIATE MARKETING

https://binomo.com?a=90810425bb57&t=0

Saturday, August 19, 2023

ଦେଶର ପ୍ରଥମ ଥ୍ରୀଡି ଡାକଘର

 COASTAL NEWS 428

ଦେଶର ପ୍ରଥମ ଥ୍ରୀଡି ଡାକଘର



ବେଙ୍ଗାଲୁରୁ - ଦେଶର ପ୍ରଥମ ଥ୍ରୀଡି ଡାକଘର । ଶୁଣିବାକୁ ନୂଆ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ଭାବେ ସତ । ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟିଂ ଡାକଘର ଏବେ ବେଙ୍ଗାଲୁରରେ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥ୍ରୀଡି ପୋଷ୍ଟ ଅଫିସର ଉଦଘାଟନ କରିଛନ୍ତି । ଏକହଜାର ୨୧ ସ୍କୋୟର ଫିଟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଡାକଘର । ଆଇଆଇଟି ମାଡ୍ରାସର ତତ୍ୱାବଧାନରେ ବିଦେଶୀ କମ୍ପାନୀ ଲାର୍ସନ ଆଣ୍ଡ ଟ୍ରୁବୋ ଏହାର ନିର୍ମାଣ କରିଛି ।


ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତକାଲି ଯାହା ସ୍ୱପ୍ନ ପରି ଲାଗୁଥିଲା ତାକୁ ଏବେ ସତ କରି ଦେଖାଉଛନ୍ତି ମୋଦୀ ସରକାର । ବିକାଶ କ୍ଷେତ୍ରରେ ଆଉ ପାଦେ ବଢିଛି ଦେଶ । ୪୫ ଦିନରେ ଶେଷ ହୋଇଛି ଏହି ଥ୍ରୀଡି ଡାକଘର । ଥ୍ରୀଡି ଉପାୟରେ ନିର୍ମାଣ କାର୍ଯ୍ୟ ଖୁବ କମ ସମୟରେ ସମ୍ଭବ ହୋଇପାରିଛି ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...