AFFILIATE MARKETING

https://binomo.com?a=90810425bb57&t=0

Monday, August 21, 2023

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

 COASTAL NEWS Odia 449

ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ମାନବିକତା 



ମାଲକାନଗିରି : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଗର୍ଭବତୀଙ୍କୁ ୮ କିଲୋମିଟର କାନ୍ଧରେ ବୋହି ମେଡିକାଲ ଆଣିଲେ ଡ୍ରାଇଭର ନରେଶ ସରଦାର । ମାଲକାନଗିରି ବଣ୍ଡା ଘାଟିରୁ ଆସିଛି ଏଭଳି ଚିତ୍ର ।

ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡା ଘାଟି କିଚପଡ଼ା ଗାଁର ବାବୁ କ୍ରିସାନିଙ୍କ ସ୍ତ୍ରୀ ଶୁକ୍ରୀ କ୍ରିସାନିଙ୍କ ପ୍ରସବ ବେଦନା ହେବାରୁ ୧୦୮କୁ କଲ କରିଥିଲେ । କିନତୁ ରାସ୍ତା ନଥିବାରୁ ଆମବୁଲାନସ ଗାଁ ଠାରୁ ପ୍ରାୟ ୮କିଲୋମିଟର ଦୂରରେ ଅଟକି ରହିଥିଲା ।

ଫଳରେ ଡ୍ରାଇଭର ନିଜେ ଶୁକ୍ରୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସକୁ ଆଣି ଖଇରପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଭଳି ମହାନ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି ନରେଶ ସରଦାର ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...