AFFILIATE MARKETING

https://binomo.com?a=90810425bb57&t=0

Monday, August 28, 2023

ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା

 COASTAL NEWS Odia 518

ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା



ନୂଆଦିଲ୍ଲୀ - ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ-୩ ସାରା ଭାରତବାସୀଙ୍କ ପାଇଁ ସ୍ପିରିଟ୍ ପାଲଟିଛି' । ସଂକଳ୍ପର ସୂର୍ଯ୍ୟ ଚନ୍ଦ୍ରପୃଷ୍ଠରେ ଉଇଁଛି' । ମିଶନ ଚନ୍ଦ୍ରଯାନ ନାରୀଶକ୍ତିର ଏକ ସ୍ପଷ୍ଟ ଉଦାହରଣ । ସେହିପରି G 20 ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି ପିଏମ୍ । G 20ସହ ଜଡ଼ିତ ପ୍ରାୟ 200 ବୈଠକର ଆୟୋଜନ ହୋଇଛି'। ସମ୍ମିଳନୀକୁ 4 ଶହ ଦେଶର ପ୍ରତିନିଧି ଭାରତ ଆସିବେ' । ସାରା ଭାରତର ସମ୍ଭାବନା ଉପରେ ବିଶ୍ବର ନଜର ରହିଛି' ।

ଆଜି ଭାରତ ବିଭିନ୍ନ କ୍ଷେତ୍ରରେ ବିଜୟ ଲାଭ କରିଚାଲିଛି' । ଖେଳ, ଶିକ୍ଷା, ସ୍ବାସ୍ଥ୍ୟକ୍ଷେତ୍ରରେ ଯୁବବର୍ଗ ଜିତି ଚାଲିଛନ୍ତି' । ଆଜି ନୂଆ ଭାରତର ଲକ୍ଷ୍ୟ କେବଳ ବିଜୟ ଉପରେ ରହିଛି ବୋଲି କହିଛନ୍ତି ପ୍ରଧାନମନମନ୍ତ୍ରୀ । ସେହିପରି ହର୍ ଘର୍ ତ୍ରିରଙ୍ଗା ଅଭିଯାନର ସଫଳତା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ "ମୋ ମାଟି ମୋ ଦେଶ" ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...