AFFILIATE MARKETING

https://binomo.com?a=90810425bb57&t=0

Tuesday, August 22, 2023

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ

 COASTAL NEWS Odia 460

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ


 


ଲଣ୍ଡନ,୨୨ା୮: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ସହ ଅନ୍ୟ ୬ ଜଣଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିବା ନର୍ସ ଲୁସି ଲେଟ୍‌ବିଙ୍କୁ ବ୍ରିଟେନ୍‌ର ଏକ ଅଦାଲତ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩୩ ବର୍ଷୀୟା ନର୍ସଙ୍କ ଅପରାଧର ଗମ୍ଭୀରତାକୁ ବିଚାରକୁ ନିଆଯାଇ ତାଙ୍କୁ ଜୀବନର ଅବଶିଷ୍ଟ ଭାଗ ଜେଲରେ କଟାଇବାକୁ ନିର୍ଦ୍ଦେଶ ଦିଆଗଲା ବୋଲି ଜଷ୍ଟିସ୍‌ ଜେମ୍ସ ଗୋସ୍‌ କହିଛନ୍ତି। ନବଜାତକ ହତ୍ୟା ମାମଲାରେ ଲୁସିଙ୍କୁ ଗତ ସପ୍ତାହରେ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...