AFFILIATE MARKETING

https://binomo.com?a=90810425bb57&t=0

Tuesday, August 22, 2023

ଅକ୍ଷୟ ତୃତୀୟା

 COASTAL NEWS Odia 466

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

🙏ଅକ୍ଷୟ ତୃତୀୟା 🙏

🙏ଶ୍ରୀ ପର୍ଶୁରାମ ଜୟନ୍ତୀ 🙏



ପବିତ୍ର ଅକ୍ଷୟ ତୃତୀୟା ଦିନଟି ନିମ୍ନୋକ୍ତ ପୌରାଣିକ କାରଣ ଗୁଡିକ ନିମନ୍ତେ ତତ୍ପର୍ଯ୍ୟପୂର୍ଣ୍ଣ l


ଅକ୍ଷୟ ତୃତୀୟା ଭଗବାନ ପର୍ଶୁରାମ ଙ୍କର ଜନ୍ମ ଜୟନ୍ତୀ l ସେ ଚିରଞ୍ଜିବି ଓ ମହେନ୍ଦ୍ର ଗିରି ଶିଖରରେ ନିତ୍ୟ ନିବାସ କରନ୍ତି l  


ଅକ୍ଷୟ ତୃତୀୟା ମା ମହାଲକ୍ଷ୍ମୀ ଧନ ର ଦେବତା କୁବେର ଙ୍କୁ ସମସ୍ତ ଐଶ୍ୱର୍ଯ୍ୟସମେତ ଅମାପ ସ୍ବର୍ଣ୍ଣ ଦାନ କରିଥିଲେ l


(1)  ଅକ୍ଷୟ ତୃତୀୟା ଦିନ ପ୍ରଳୟ ପରେ ବିଷ୍ଣୁ ମତ୍ସ୍ଯ ଅବତାର ଧାରଣ କରି ବୃକ୍ଷ ଲତା ଗୁଳ୍ମ ଔଷଧି ବୀଜ (ମଞ୍ଜି ) ବ୍ରହ୍ମା ଙ୍କୁ ନୂତନ ସୃଷ୍ଟି ସର୍ଜ୍ଜନା କରିବାକୁ ଦେଇଥିଲେ l


(2)  ଭଗବାନ ଋଷଭ ନାଥ ତପସ୍ୟା ପରେ ରାଜା ସୁଧନ୍ଵl ଙ୍କ ଠାରୁ ଆଖୁରସ ପିଇ ଉପବାସ ଭଙ୍ଗ କରିଥିଲେ l


(3) ଅକ୍ଷୟ ତୃତୀୟା ଦିନ ଗଙ୍ଗା ଗଙ୍ଗୋତ୍ରୀ ଠାରେ ଧରାବତରଣ କରିଥିଲେ l 


(4)  ଅକ୍ଷୟ ତୃତୀୟା ଦିନ ଶ୍ରୀକୃଷ୍ଣ ଦେବୀ ଦ୍ରୌପଦୀ ଙ୍କୁ ଦୁର୍ବାସା ଙ୍କ କୋପ ରୁ ରକ୍ଷା ପାଇବା ନିମନ୍ତେ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ l


(5)  ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ରେ ଧାନ ଅନୁକୂଳ କରାଯାଏ l


(6)  ଅକ୍ଷୟ ତୃତୀୟା ଦିନ ଶ୍ରୀ ଜଗନ୍ନାଥ ଙ୍କର ରଥ ନିର୍ମାଣ ଅନୁକୂଳ ହୁଏ l


(7) ଅକ୍ଷୟ ତୃତୀୟା ଦିନ  ସମସ୍ତ ପ୍ରକାରର ଅନୁକୂଳ ଶୁଭ କାର୍ଯ୍ୟ କରିବାକୁ ଏହା ଏକ ପ୍ରଶସ୍ତ ଦିନ l


ଜୟ ଭଗବାନ ଶ୍ରୀ ପର୍ଶୁରାମ l

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l

ଓଁ ନମୋ ଭଗବତେ ବାସୁଦେବାୟ l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...