AFFILIATE MARKETING

https://binomo.com?a=90810425bb57&t=0

Tuesday, August 29, 2023

ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ

 COASTAL NEWS Odia 529

ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ



କେନ୍ଦୁଝର :  ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ। କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ବିଭାଗର ମହିଳା କନଷ୍ଟେବଲ ସାଗରିକା ବାରିକ ମାମଲାର ଦଫାରଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିବାରୁ ଅଡିଓ ଭାଇରାଲ ହୋଇଥିଲା। ଅଡିଓରୁ ସାଗରିକାଙ୍କ ସ୍ବର ସ୍ପଷ୍ଟ ହେବା ପରେ ତାଙ୍କୁ ପ୍ରଥମେ ବାଲେଶ୍ବର ଭିଜିଲାନ୍ସ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା।

ଅଧିକ ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଏହା ସହ ଭାଇରାଲ ଅଡିଓରେ ମହିଳା କନଷ୍ଟେବଳ ଯେଉଁମାନଙ୍କ ନାଁ ନେଇଛନ୍ତି ସେସଂପର୍କରେ ମଧ୍ୟ ତଦନ୍ତ ହେବ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଦଫାରଫା କରିବାକୁ ଓ କେସ ଦୁର୍ବଳ କରିବାକୁ ମହିଳା କନଷ୍ଟେବଳ ଲାଞ୍ଚ ମାଗୁଥିବାର ଅଡିଓ ବିବାଦକୁ ଆସିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...