AFFILIATE MARKETING

https://binomo.com?a=90810425bb57&t=0

Saturday, July 26, 2025

ଦିଲ୍ଲୀରୁ ଫେରିଲେ ମନମୋହନ

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ

ଭୁବନେଶ୍ୱର, ୨୬/୦୭: ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀରୁ ଫେରିଛନ୍ତି ମନମୋହନ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ହୋଇନି। ଦଳର ବିଭିନ୍ନ ସାଂଗଠନିକ ବିଷୟରେ କଥାବାର୍ତ୍ତା ହୋଇଛି। ଖୁବ୍‌ଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ। ଆଜି ବି ବୈଠକ ଅଛି, ସାଂଗଠନିକ ବିଷୟରେ ଆଲୋଚନ ହେବ ବୋଲି କହିଛନ୍ତି ମନମୋହନ।

ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ମନମୋହନ କହିଛନ୍ତି, କଂଗ୍ରେସ ଯଦି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛି ଆଣୁ। ବିଜେଡ଼ି ସମର୍ଥନ କରୁ। ଆମେ ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...