AFFILIATE MARKETING

https://binomo.com?a=90810425bb57&t=0

Saturday, July 26, 2025

ଚଳନ୍ତା ଆମ୍ବୁଲାନ୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ https://youtube.com/@coastalnewsodia?si=AB2TB8we6wtbHMXy

ହୋମଗାର୍ଡ ଶାରୀରିକ ପରୀକ୍ଷାରେ ଅଚେତ ହୋଇ ହସ୍ପିଟାଲକୁ ଯାଉଥିଲେ

https://youtube.com/@coastalnewsodia?si=AB2TB8we6wtbHMXy

ପାଟନା, ୨୬/୦୭: ବିହାରର ବୋଧଗୟା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଜଘନ୍ୟ କାଣ୍ଡ ସାମନାକୁ ଆସିଛି। ଚିକିତ୍ସା ପାଇଁ ଯାଉଥିବା ବେଳେ ଜଣେ ଯୁବତୀଙ୍କୁ ଗଣ-ଦୁଷ୍କର୍ମର ଶିକାର ହୋଇଛନ୍ତି। BMP-3 ପରେଡ୍ ଗ୍ରାଉଣ୍ଡରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଜଣେ ମହିଳାଙ୍କୁ ହସ୍ପିଟାଲକୁ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ ଦୁଷ୍କର୍ମ କରିଥିଲେ।

ଜୁଲାଇ ୨୪ ରେ ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ମହିଳା ଜଣକ ଦୌଡ଼ ପ୍ରତିଯୋଗିତା ସମୟରେ ଅଚେତ ହୋଇଯାଇଥିଲେ ଏବଂ ତାଙ୍କୁ ଘଟଣାସ୍ଥଳରେ ରଖାଯାଇଥିବା ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଯାଇଥିଲା। ସେହି ସମୟରେ ଚଳନ୍ତା ଆମ୍ବୁଲାନ୍ସରେ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।

ଏ ନେଇ ଯୁବତୀଙ୍କ ଅଭିଯୋଗ ଆଧାରରେ ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଏବଂ ଟେକ୍ନିସିଆନ୍ ଅଜିତ କୁମାରଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିଲା। ମାମଲା ପରିଚାଳନା ପାଇଁ ବୋଧଗୟା ଏସଡିପିଓ ସୌରଭ ଜୟସୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...