AFFILIATE MARKETING

https://binomo.com?a=90810425bb57&t=0

Wednesday, July 30, 2025

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ ୨୧ ବର୍ଷ ହୋଇଥିବା ମହିଳାମାନେ ଏଥର ଆବେଦନ କରିପାରିବେ

ଆବେଦନ କରିବେ ହିତାଧିକାରୀ: ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୩୦/୦୭: ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ଆବେଦନ କରି ପାରିବେ ବାଦ ପଡିଥିବା ମହିଳା ହିତାଧୀକାରୀ। ୨୧ ବର୍ଷ ହୋଇଥିବା ମହିଳାମାନେ ଏଥର ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଏହା ପରେ ପୋର୍ଟାଲ ଖୋଲିବ। ୯୩ ହଜାର ମହିଳାଙ୍କୁ ୬୦ ବର୍ଷ ହେଲାଣି। ୬୦ ବର୍ଷ ପୂରୁଥିବାରୁ ଭତ୍ତା ପାଇବା ପାଇଁ ସେମାନଙ୍କ ନାଁ ପଠାଯାଇଛି। ତେଣୁ ବାଦ ପଡିଥିବା ୨ ଲକ୍ଷ ମହିଳା ହିତାଧୀକାରୀ ଏଥିରେ ଯୋଡ଼ି ହେବେ।


https://youtube.com/@coastalnewsodia?si=AB2TB8we6wtbHMXy

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...